Odisha Link
Bridging the Missing Links in Odisha
Daily Archives

August 21, 2020

ସରକାର ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ…

ଭୁବନେଶ୍ୱର : ଗତ କିଛିଦିନ ତଳେ ଉପକୂଳ ଅଞ୍ଚଳ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଘୁଚାପ ବର୍ଷା ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଜମିରେ ପାଣି ଥିବାରୁ ରୁଆ ବେଉଷଣ କାର୍ଯ୍ୟ ବନ୍ଦ ହୋଇଛି । ଅନ୍ୟପଟେ ରୁଆ ଯାଇଥିବା ଧାନ ଜମିରେ ପାଣି ନିଷ୍କାସନ ପାଇଁ…

ରାଉରକେଲାରେ ସଟ୍‌ଡାଉନ୍‌ କୋହଳ

ରାଉରକେଲା: ରାଉରକେଲା ମହାନଗର ଅଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କୋହଳ। ଆସନ୍ତା ୨୩ ତାରିଖରେ ନୂଆଖାଇ ଥିବାରୁ ରବିବାର ଦିନିକିଆ ସପ୍ତାହାନ୍ତ ସଟ୍‌ଡାଉନ୍‌କୁ‌ କୋହଳ କରାଯାଇଛି। ଦିନିକିଆ ସପ୍ତାହାନ୍ତ ସଟ୍‌ଡାଉନ୍‌କୁ‌ କୋହଳ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ,…

ଦୂତୀ ଚାନ୍ଦଙ୍କ ସମେତ ୨୭ ଜଣ ପାଇବେ…

ଭୁବନେଶ୍ବର : ଦୂତୀ ଚାନ୍ଦଙ୍କ ସହ ୨୭ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର। କ୍ରିକେଟର ଇଶାନ୍ତ ଶର୍ମା ଓ ତୀରନ୍ଦାଜ ଅତନୁ ଦାସଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଉତ୍କୃଷ୍ଟ କୋଚିଂ ପାଇଁ ୮ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ। ୧୫ କ୍ରୀଡ଼ାବିତ୍‌ ଧ୍ୟାନଚାନ୍ଦ ପୁରସ୍କାର ପାଇବାକୁ ବି ମନୋନୀତ…

କରୋନା ମୁକାବିଲା: ଗଞ୍ଜାମରେ…

ଗଞ୍ଜାମ: ଗଞ୍ଜାମରେ କରୋନା ମୁକାବିଲା ପାଇଁ 'ଜିରୋ ଆକ୍ଟିଭ୍‌ କେସ୍'‌ ମିଶନ୍‌ ଆରମ୍ଭ। କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ଗଞ୍ଜାମରେ ପ୍ରତିଦିନ ୯ରୁ ୧୦ ହଜାର ସାମ୍ପଲ୍‌ ଟେଷ୍ଟ କରୁଛୁ। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ୍‌…

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ…

ଭୁବନେଶ୍ୱର : ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ। ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକ ବ୍ୟାଧିରୁ…

କରୋନା ଟେଷ୍ଟରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର: ରେକର୍ଡ ସଂଖ୍ୟକ କରୋନା ଟେଷ୍ଟରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ‌୍ଥାନରେ ରହିଛି। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡିଶା ଦ୍ବିତୀୟ ସ‌୍ଥାନରେ ରହିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନା ମୁତାବକ ଏକ ନିୟୁତ…

ସରକାର ଚାହୁଁନାହାଁନ୍ତି ଓଡ଼ିଶାର ପିଲା…

ଭୁବନେଶ୍ୱର : ଭାରତବର୍ଷ ହେଉଛି ପୃଥିବୀର ଯୁବଶକ୍ତି ଅର୍ଥାତ୍ ଯୁବଶକ୍ତିରେ ଭରପୂର ଥିବା ଦେଶ। ଏଠାରେ ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକଙ୍କର ବୟସ ୨୫ ବର୍ଷରୁ କମ୍ । ବୈଶ୍ୱିକ ପରିବର୍ତନ ଓ ତାର ଦୂରଗାମୀ ପ୍ରଭାବକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଶିକ୍ଷାନୀତି-୨୦୨୦ ଆଣିଥିବାବେଳେ,…

ବର୍ଷା ବିତ୍ପାତରେ ୫ ମୃତ

ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା। ମୃତକଙ୍କ ମଧ୍ୟରେ…

ସେପ୍ଟମ୍ବର ୨ୟ ସପ୍ତାହରେ ସଂସଦ…

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ରେ ଖୁବଶୀଘ୍ର ଆରମ୍ଭ ହେବ ସଂସଦ ଅଧିବେଶନ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଅଧିବେଶନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବା ୧୦ ତାରିଖରୁ ଆରମ୍ଭ ହୋଇପାରେ। ଏହି ଅଧିବେଶନ ଚାରି ସପ୍ତାହର ହୋଇପାରେ ଗୋଟିଏ ଦିନ ଲୋକସଭା ଅଧିବେଶନ ଚାଲିବ ଏବଂ ଅନ୍ୟ…

ବିହାର ନିର୍ବାଚନ: ଏହି ମାସରେ ଘୋଷଣା ହେବ…

ପାଟନା:କରୋନା କାଳରେ ପାଖେଇ ଆସୁଛି ନିର୍ବାଚନ ଋତୁ। ଚଳିତ ବର୍ଷ ଶେଷ ଆଡ଼କୁ ହେବ ବିହାର ବିଧାନସଭା ନିର୍ବାଚନ। ଯାହାକୁ ନଜରରେ ରଖି ଚଳଚଞ୍ଚଳ ବିହାର ରାଜନୀତି। ନିର୍ବାଚନ ପାଇଁ ସେପ୍ଟେମ୍ବରରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ନିର୍ବାଚନକୁ ଆଖି…