Odisha Link
Bridging the Missing Links in Odisha
Daily Archives

August 21, 2020

କୂଅ ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ…

ଜୟପୁର : କୋରାପୁଟର କୋଟପାଡରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏକ କୂଅରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’, ପୁଅ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ୍ ର ୮ ନମ୍ବର ଓ୍ବାର୍ଡରେ । ମା’ ସହ ଦୁଇ ବର୍ଷର ପୁଅ ଏବଂ ୮ ମାସ…

ଭିିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ…

ଫୁଲବାଣୀ: ଜିଲ୍ଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଡିଭିଜନ୍‌ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର୍‌ ବିଲ୍‌ କରାଇ ଦେବା ପାଇଁ ତାଙ୍କଠାରୁ…

ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ବର : କରୋନା ଯୋଗୁଁ ଚଳିତବର୍ଷ ସ୍କୁଲ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ। ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସ୍କୁଲରେ କିଭଳି ପୂଜା ହେବ, ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ ବୋଲି…

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ମାର୍ଥାପୁର ଗ୍ରାମ ମଝିରେ ଥିବା ରାମିଆଳ ନଦୀ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ରାମିଆଳ ନଦୀରେ ବନ୍ୟା ପାଣି ମାଡି ଆସିଥିଲା। ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଏକ ମୃତଦେହ ମାର୍ଥାପୁର ଓ ଯମୁନାକୋଟ ଗ୍ରାମ ନିକଟରେ ଥିବା ରାମିଆଳ…

ଗଣେଶ ପୂଜାକୁ ମିଳିବନି ଅନୁମତି: ଡିସିପି

କଟକ: କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ। ଏନେଇ ଅନୁମତି ନମିଳିବା ନେଇ ସ୍ପଷ୍ଟ କଲେ କଟକ ଡିସିପି ପ୍ରତୀକ ସିଂହ। ସାଂପ୍ରତିକ କରୋନା ପରିସ୍ଥିତି ଦେଖି ଅନୁମତି ଦିଆଯାଇପାରିବ ନାହିଁ। ସାର୍ବଜନୀନ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି…

ରାଜ୍ୟରେ ୮ ଅତିରିକ୍ତ ଏସପିଙ୍କ ପଦୋନ୍ନତି

କଟକ: ପୁଲିସ୍‌ ବାହିନୀରେ କାର୍ଯ୍ୟରତ ୮ ଜଣ ଅତିରିକ୍ତ ଏସ୍‌ପିଙ୍କୁ ଏସ୍‌ପି ତଥା ସୁପର୍‌ ଟାଇମ୍‌ ସ୍କେଲ୍‌ ପାହ୍ୟାକୁ ପଦୋନ୍ନତି କରାଯାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ହରେକୃଷ୍ଣ ବେହେରା, ପ୍ରତାପ କୁମାର ସ୍ୱାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରଣା, ଯଶୋବନ୍ତ…

ଭାଇକୁ ମାରିଦେଲା ଭାଇ

ଭୁବନେଶ୍ବର : ବିଦ୍ୟୁତ ବିଲ ପାଇଁ ଜଣେ ନିଷ‌୍ଠୁର ସାନ ଭାଇର ଛୁରାମାଡ଼ରେ ବଡ଼ଭାଇର ଜୀବନ ଯାଇଛି। ଏଭଳି ଏକ ଅଭାବନୀୟ କାଣ୍ଡ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ଲୁଣିପଦା ଗ୍ରାମରେ ଘଟିଛି। ଏ ନେଇ ମୃତ ବଡ଼ଭାଇଙ୍କ ପତ୍ନୀ ଚମ୍ପା କାଲି ଔପଦା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା…

୫୫ ହଜାରରେ ନିଲାମ ହେଲା ବିଦ୍ୟାଙ୍କ…

ଭୁବନେଶ୍ୱର : ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହୋଇଛି। ୫୫ ହଜାର ଟଙ୍କାରେ ଏହା ନିଲାମ କରାଯାଇଛି। ଏହି ଶାଢ଼ୀ ବିକ୍ରିର ସମସ୍ତ ଅର୍ଥ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ପ୍ରକାଶ ଯେ, ଗତ ଅଗଷ୍ଟ ୧୫ରୁ ୨୦ ପର୍ଯ୍ୟନ୍ତ ଏହାର ନିଲାମୀ…

ବିପଦ ସଙ୍କେତ ଛୁଇଁଲା ବୈତରଣୀ

ଭଦ୍ରକ : ଆଖୁଆପଦା ଠାରେ ବିପଦ ସଙ୍କେତ ଛୁଇଁଲା ବୈତରଣୀ। ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୮୩ ମିଟରରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି। କାଲି ଠାରୁ ନଦୀରେ ଧୀରେ ଧୀରେ ପାଣି ବଢୁଥିବା ବେଳେ ଆଜି ସକାଳୁ ବିପଦ…

ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତଙ୍କ ବୋମା…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟରେ ପୁଣି ଥରେ ବୋମା ମାଡ଼ ହୋଇଛି। ପୁଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ସିସିଟିଭିରେ ବୋମାମାଡ ଦୃଶ୍ୟ…