Odisha Link
Bridging the Missing Links in Odisha
Daily Archives

August 29, 2020

ଆଜି ଜାତୀୟ କ୍ରୀଡ଼ା ଦିବସ

ଓଏଲ୍‌ବ୍ୟୁରୋ: ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ତାରିଖକୁ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ୧୯୯୫ ମସିହା ଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ…

ଚଳିତବର୍ଷ IPL ଖେଳିବେନି ରାଇନା, ଘରକୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ଖେଳିବେନି CSKର ଉପ-ଅଧିନାୟକ ଷ୍ଟାର ଖେଳାଳି ସୁରେଶ ରାଇନା। ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏହି ବାମହାତି ବ୍ୟାଟସମ୍ୟାନ୍। ଫଳରେ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଯାହାଫଳରେ CSK କୁ ଲାଗିଛି ଆଉ ଏକ ଝଟକା। ବ୍ୟକ୍ତିଗତ କାରଣରୁ ସୁରେଶ…

ବନ୍ୟା ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ…

ଭୁବନେଶ୍ବର: ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ କରାଯାଇଛି। ମମ୍ଭାବ୍ୟ ବନ୍ୟ ପ୍ରଭାବରେ ସାଧାରଣଲୋକଙ୍କ ଧନଜୀବନ ନଷ୍ଟ ନ ହେବ ସେ ଦିଗକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ବନ୍ୟା ପାଣିରୁ ଉଦ୍ଧାର ହେଲା ନାବାଳକର…

ଭୁବନ: ଉପର ମୁଣ୍ଡରେ ପ୍ରବଳ ରର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ହୀରାକୁଦ ଜଳ ଭଣ୍ଡାରର ଅଧିକରୁ ଅଧିକ ଗେଟ୍‌ ଖୋଲିବାରେ ଲାଗିଛି। ଅନ୍ୟପଟେ ଗେଟ୍‌ ହେଲା ହେବା ପରେ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିବା ଫଳରେ କେଉଁଠି ଳଜ ଘେରରେ ମଣିଷ ଫସିରହୁଛନ୍ତି ତ ପୁଣି କେଉଁଠି ଗଛ ଉପରେ…

‘ବ୍ଲାକ୍ ପାନ୍ଥର’ ଅଭିନେତା…

ନୂଆଦିଲ୍ଲୀ : ହଲିଉଡର ସୁପରହିଟ୍ ଫିଲ୍ମ 'ବ୍ଲାକ୍ ପାନ୍ଥର'ର ଅଭିନେତା ଚ୍ୟାଡଓ୍ବିକ୍ ବୋସମ୍ୟାନଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ୪୩ବର୍ଷୀୟ ଚ୍ୟାଡଓ୍ବିକ୍‌ଙ୍କର କୋଲନ୍ କ୍ୟାନସରେ ମୃତ୍ୟୁ ଘଟିଛି। ଚ୍ୟାଡଓ୍ବିକ୍‌ଙ୍କ ମୃତ୍ୟୁ ଖବର ଶୁଣି ସବୁଆଡେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ପ୍ରଶଂସକଙ୍କ ଟାରୁ ଆରମ୍ଭ…

କରୋନା : ରାଜ୍ୟରେ ୧୪ ସଂକ୍ରମିତଙ୍କ…

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

୮ ମାସ ଧରି ଆଦିବାସୀ ନାବାଳିକାକୁ…

ରାୟଗଡ଼ା: ରାଜ୍ୟରେ ଥମୁନି ଗଣଦୁଷ୍ମର୍ମ ମାମଲା। ଦିନକୁ ଦିନ ରାଜ୍ୟରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏବେ ଆଉ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି। ଆଦିବାସୀ ନାବାଳିକା ଜଣକ ହେଉଛନ୍ତି ଗୁଣପୁର ଥାନା ଅଞ୍ଚଳର। ଦିନକେ ୨ ଦିନ ନୁହେଁ ୮ ମାସ ଧରି ଗଣଦୁଷ୍କର୍ମ ଶିକାର ହୋଇଛନ୍ତି…

କରୋନା : ରାଜ୍ୟରେ ୩୨୫୨ ପଜିଟିଭି ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୨୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଜଳବନ୍ଦୀରେ ଯାଜପୁର, ୫୫୦ ଗାଁ ପ୍ରଭାବିତ

ଯାଜପୁର : ଜଳବନ୍ଦୀରେ ଯାଜପୁର। ଲଘୁଚାପ ବର୍ଷା ଓ ବନ୍ୟାରେ ଯାଜପୁର ଜିଲ୍ଲାର ୧୨୫ ପଞ୍ଚାୟତ ୫୫୦ ଗାଁ ଜଳମଗ୍ନ। ବୈତରଣୀ, କାଣୀ, ବ୍ରାହ୍ମଣି, ଖରସ୍ରୋତା ନଦୀରେ ୨୬ ଟି ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି। ଘାଇ କାରଣରୁ ବନ୍ୟା ଜଳ ଗ୍ରାମ ଓ କ୍ଷେତକୁ ପ୍ରବେଶ କରି ନାହିଁ ନଥିବା କ୍ଷତି ଘଟାଇଛି। ବିଶେଷ କରି…

ଜେଇଇ ମେନ୍ ଓ ନିଟ ପରୀକ୍ଷା: ଲାଗୁ ହେବନି…

ଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ସହର ଗୁଡ଼ିକରେ ଲକଡାଉନ କିମ୍ବା ସଟଉନ୍ ଲାଗୁ ହେବ ନାହିାଁ । ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ପ୍ରକାଶ ଯେ, ରାଜ୍ୟର ୭ଟି ସହରରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ର…