Odisha Link
Bridging the Missing Links in Odisha
Daily Archives

August 29, 2020

ରିୟାଙ୍କୁ ସିବିଆଇର ଦ୍ବିତୀୟ ଦିନ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି। ଗତକାଲି ପ୍ରାୟ ୧୦ଘଣ୍ଟା ଧରି ସିବିଆଇ ରିୟାଙ୍କୁ ଜାରା କରିଥିବା ବେଳେ ଆଜି ଦ୍ବିତୀୟ ଦିନ ଜେରା କରୁଛି। ତଦନ୍ତ ପାଇଁ ରିୟା ଡିଆରଡିଓ ଗେଷ୍ଟ ହାଉସରେ…

ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ…

ନୂଆଦିଲ୍ଲୀ: ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ ବହିଷ୍କାର କରିବୁ। ଆମେରିକାକୁ ଏପରି ଚେତାବନୀ ଦେଇଛି ଚୀନ। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଭାରତ ଟିକ୍-ଟକ୍‌ ବ୍ୟାନ୍‌ କରିଥିବା ବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଆମେରିକା…

ବିଜେପି-ହ୍ବାଟସଆପ୍‌ ମଧ୍ୟରେ ଭିତିରି…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତାପାର୍ଟିକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲିଙ୍କ ଥିବା ପ୍ରସଙ୍ଗରେ ପୁଣି ଥରେ ନିଜ ମତ ଦେଇଛନ୍ତି ରାହୁଲ। ସେ ଟାର୍ଗେଟ କରି କହିଛନ୍ତି ଯେ,ଏଥର ସେମାନଙ୍କର ଲକ୍ଷ୍ୟ ହେଉଛି…

ବନ୍ୟାଜଳରୁ ଉଦ୍ଧାର ହେଲା ୨ ମୃତଦେହ

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବନ୍ୟା ସୃଷ୍ଟି ହୋଇଛି। ଭଣ୍ଡାରିପୋଖରୀ ବ୍ଲକରୁ ଜଣେ ଓ ଧାମନଗର ବ୍ଲକରୁ ଜଣେ ବନ୍ୟା ଜଳରେ ଭାସି ନିଖୋଜ ହୋଇଯାଇଥିଲେ। ଧାମନଗର ବ୍ଲକର ଖଡିପଦା ପଞ୍ଚାୟତର ଦକ୍ଷିଣ କୁରୁଆରେ ଶୁକ୍ରବାର ବନ୍ୟା ଜଳରେ ସାଙ୍ଗଙ୍କ ସହ ଭାସି ଯାଇଥିଲେ ଯୁବକ। ଦୁଇ ସାଙ୍ଗଙ୍କୁ…

ବାଙ୍କୀରେ ଘାଇ

କଟକ: ବାଙ୍କୀରେ ଘାଇ। ମହାନଦୀ ଅବବାହିକା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲ୍ଲା ବାଙ୍କୀର ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇଛି। ଘାଇ କାରଣରୁ ଗାଁ ଭିତରେ ମହାନଦୀ ଜଳ ପ୍ରବେଶ କରି ଛି ଫଳରେ ବହୁ ଗାଁ ଜଳମଗ୍ନ ହେବା ସହ ଚାଷ ଜମି ବନ୍ୟାଜଳରେ ବୁଡି ଯାଇଛି।କଇଁମୁଣ୍ଡି, ଶୁଖୁଆଖେଳା ,…

ଜେଇଇ ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସମୟରେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ। ଭୁବନେଶ୍ୱରର ୬ଟି କେନ୍ଦ୍ରରେ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କ୍ରିନିଂ। ଏଥିପାଇଁ ସରକାରଙ୍କ କଡା…

ହୀରାକୁଦ: ଖୋଲିଲା ଆଉ ୨ଟି ଗେଟ୍, ‌୪୬ଟି…

ସମ୍ବଲପୁର: ଉପରମୁଣ୍ଡ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢିଚାଲିଛି। ମହାନଦୀରେ ବନ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ଥିଲା ।…

IPL ୨୦୨୦: ଦୀପକଙ୍କ ପରେ CSKର ରୁତୁରାଜ…

ନୂଆଦିଲ୍ଲୀ: ଚଳିତ ବର୍ଷ IPL ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମକୁ ଗୋଟିଏ ପରେ ଗୋଟିଏ ଝଟକା। ଗତକାଲି ଚେନ୍ନାଇର ଦ୍ରୁତ ବୋଲର ଦୀପକ ଚହର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି CSKର ଜଣେ ବ୍ୟାଟସମ୍ୟାନ କରୋନା ପଜଜିଟିଭ ଚିହ୍ନଟ ହୋଇଛନ୍ତି। CSKର ବ୍ୟାଟସମ୍ୟାନ୍‌ ରୁତୁରାଜ ଗାଏକ୍ବାଡେ କରୋନା…

ଅର୍ଜୁନ ପୁରସ୍କାର ପାଇଲେ ଦୂତୀ

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଦୂତିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଦୂତୀ ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାର ମିଳିବା…

ଭଦ୍ରକ ଉପଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନା ଆକ୍ରାନ୍ତ ହୋଇଥିବା ସୂଚାନ ମିଳିଛି। ଏନେଇ ଉପଜିଲ୍ଲାପାଳ ଆକ୍ରାନ୍ତ ନେଇ ଟ୍ବିଟ୍‌ ଯୋଗେ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ମୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ଆସାନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏଁ ଉପଜିଲ୍ଲାପାଳ…