Odisha Link
Bridging the Missing Links in Odisha

ବଢିଲା +୨ ଆବେଦନ ଅବଧି

ଭୁବନେଶ୍ବର: ବଢିଲା +୨ ଆବେଦନ ଅବଧି। +୨ ଆବେଦନ ଅବଧିକୁ ବୃଦ୍ଧି କଲେ ରାଜ୍ୟ ସରକାର। ବନ୍ୟାା ପରସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତ ନିଆଯାଇଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୪ ପରିବର୍ତ୍ତେ ସେପ୍ଟେମ୍ବର ୧୧ ଯାଏ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଆବେଦନ ଅବଧି ରହିଥିବା ବେଳେ ଏବେ ଏହା ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର ୧୧ ଯାଏ ବୃଦ୍ଧି କରାଯାଇଛି।

Comments are closed.