Odisha Link
Bridging the Missing Links in Odisha
Monthly Archives

August 2020

ଅଟୋ-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ୨…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଡାଗୋଠ ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅଟୋ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ୨ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କ…

ସେବା ହିଁ ସଂଗଠନ ଇ-ବୁକ୍ ଉନ୍ମୋଚିତ

ଭୁବନେଶ୍ୱର: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ଭାରତୀୟ ପରମ୍ପରା ‘ନର ସେବା- ନାରାୟଣ ସେବା’କୁ ସମ୍ମାନ ଜଣାଇ ମହାମାରୀ କରୋନା…

୫ ଯାଏ ବର୍ଷା, ୭ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ଅକ୍ଟୋବର ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରି ସୋମବାର ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ପ୍ରଥମ ନିଃଶୁଳ୍କ ଓଡ଼ିଆ ଜନଜାତି…

ଭୁବନେଶ୍ବର: ପ୍ରକୃତି ଓ ପରମ୍ପରା ସହ ଜଡିତ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତିର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି ପୂଜାର ପୂଜ୍ୟ…

ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ୱତବ ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ ଥିବା ଶିକ୍ଷାର ପାର୍ଥକ୍ୟକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଓଡ଼ିଶା ସମେତ ଦେଶର ଭିନ୍ନକ୍ଷମ ଶ୍ରେଣୀଙ୍କ ପାଇଁ ଶିକ୍ଷା…

ରିୟାଙ୍କୁ ସିବିଆଇର ଚତୁର୍ଥ ଦିନ ଜେରା…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ-ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଲଗାତାର ଚତୁର୍ଥ ଦିନ ଜେରା କରୁଛି। ଜେରା ପାଇଁ ରିୟା ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସିବିଆଇ ପଚରାଉଚୁରା ଜାରି ରହିଛି।…

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ

ଭୁବନେଶ୍ୱର: ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ବନ୍ଦ କରିଦିଆଯାଇଛି। ଫଳରେ ଏବେ ଡ୍ୟାମରୁ ମୋଟ ୩୪ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ଡ୍ୟାମକୁ ୫ ଲକ୍ଷ ୧୬ ହଜାର ୨୫୬ କୁ୍ୟସେକ ଜଳ ପଶୁଥିବାବେଳେ ଡ୍ୟାମରୁ ୫ ଲକ୍ଷ ୯୮ ହଜାର ୮୪୭ କୁ୍ୟସେକ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡଳିରେ ୧୦ ଲକ୍ଷ ୨୬ ହଜାର…

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ…

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ଆଜି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳରେ ରହୁଥିବା ଲୋକଙ୍କ ଆଶାକୁ ପୂରଣ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ…

୪ ମାସର ଆଗ୍ରୀମ ମଧୁବାବୁ ପେନସନ୍‌ ଟଙ୍କା

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଏକକାଳୀନ ୪ ମାସର ଭତ୍ତା ମିଳିବ। ସେପ୍ଟେମ୍ବର ମାସରେ ଏକକାଳୀନ ସେପ୍ଟେମ୍ବର, ଅକ୍ଟୋବର,ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା ଦେଇଛନ୍ତି। ପ୍ରକାଶ ଯେ,…

ଭୁବନେଶ୍ବରରେ ନିରାଡମ୍ବରରେ ହେବ ପୂଜା

ଭୁବନେଶ୍ବର: ଭୁବନେଶ୍ବରରେ ବିନା ଆଡମ୍ବରରେ ପୂଜା ହେବାକୁ ନିଷ୍ପତ୍ତି। ବିନା ଆଡମ୍ବରରେ ପୂଜା ହେବାକୁ ନେଇ ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କର ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ, ପୂଜାରେ ତୋରଣ ଓ ଆଲୋକମାଳା, ମାଇକ ଲଗାଯିବନି। କେବଳ ମନ୍ତ୍ରପାଠ ପାଇଁ ମାଇକ ଲାଗିବ କି…