Odisha Link
Bridging the Missing Links in Odisha
Monthly Archives

August 2020

କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ କରୋନା

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଡ. ସାହୁ। ସେ ସୁସ୍ଥ ଅଛନ୍ତି ଓ ଏବେ ଗୃହ ସଙ୍ଗରୋଧରେ ଥିବା ଉଲ୍ଲେଖ କରିଛନ୍ତି ଡ. ସାହୁ। ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା…

କରୋନା ମୁକାବିଲା: ଓଡ଼ିଶା ଆସିବେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ଓଡ଼ିଶା ସହିତ ୪ଟି ରାଜ୍ୟକୁ…

ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଆଜି ବନ୍ୟାଞ୍ଚଳ ପରିଦର୍ଶନ କଲି। ରାଜ୍ୟର ବହୁ ଜିଲ୍ଲା ଜଳମଗ୍ନ ହୋଇଛି, ଅନେକ ଗାଁ ଓ ଚାଷ ଜମି ବୁଡ଼ିଯାଇଛି, ଘର ଭାଙ୍ଗି…

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଏନେଇ ଟୁଇଟ୍‌ କରି ସୂଚନା ଦେଲେ ପ୍ରଣବଙ୍କ ପୁଅ ଅଭିଜିତ।…

ବଢିଲା +୨ ଆବେଦନ ଅବଧି

ଭୁବନେଶ୍ବର: ବଢିଲା +୨ ଆବେଦନ ଅବଧି। +୨ ଆବେଦନ ଅବଧିକୁ ବୃଦ୍ଧି କଲେ ରାଜ୍ୟ ସରକାର। ବନ୍ୟାା ପରସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତ ନିଆଯାଇଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୪ ପରିବର୍ତ୍ତେ ସେପ୍ଟେମ୍ବର ୧୧ ଯାଏ ଆବେଦନ ଅବଧି ବୃଦ୍ଧି କରାଯାଇଛି।…

ଭୁବନେଶ୍ବରୁ ଆଉ ୪୦୪ କରୋନା ପଜିଟିଭ୍…

ଭୁବନେଶ୍ୱର: ଭୁବନେଶ୍ୱରରୁ ସୋମବାର ରେକର୍ଡ ସଂଖ୍ୟକ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୫ରେ ପହଁଞ୍ଚିଛି ଥିବା ବେଳେ ୨୭୩ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ବାରାମୂଳାରେ ଗ୍ରେନେଡ ଆକ୍ରମଣ : ୬…

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ। ଆକ୍ରମଣରେ ୬ଜଣ ନାଗରିକ ଗୁରୁତର। ଆତଙ୍କବାଦୀମାନେ ସୋମବାର ସେନାର ଏକ ଗାଡ଼ିକୁ ଟାର୍ଗେଟ୍ କରି ଗ୍ରେନେଡ ଆକ୍ରମଣ କରିଥିଲେ। କିନ୍ତୁ ଗ୍ରେନେଡ ଲକ୍ଷ୍ୟ ବିଚ୍ୟୁତ ହୋଇ ରାସ୍ତାରେ ପଡ଼ିଲା। ଫଳରେ ରାସ୍ତାରେ ଗ୍ରେନେଡ…

ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା…

ଭୁବନେଶ୍ୱର: ଦ୍ୱାପର ଯୁଗରେ ମାମୁଁ ଭଣଜା ଯୋଡ଼ି ଯେପରି ମହାଭାରତ ଯୁଦ୍ଧର ରଚନା କରିଥିଲେ। ଠିକ୍ ସେହିପରି ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁଁ ନରେନ ଜେନା ଓରଫ ବାଦଲ ଜେନା ଷଡ଼ଯନ୍ତ୍ର କରି ରାଜସ୍ୱ ଅର୍ଥକୁ ହରିଲୁଟ୍ କରିବା ପାଇଁ ବିଧିବନ୍ଧ ଯୋଜନା ଆପଣାଇଛନ୍ତି।…

ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି। ଏନେଇ ଆଜି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ଗାଇଡଲାଇନ ମୁତାବକ ସେପ୍ଟେମ୍ବର ୩୦ ଯାଏ ସ୍କୁଲ୍‌, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ମାତ୍ର ସେପ୍ଟେମ୍ବର ୮ ତାରିଖରୁ ମେଟ୍ରା ରେଳସେବା ଆରମ୍ଭ…

କରୋନା: ଭୁବନେଶ୍ବରରେ ସେପ୍ଟେମ୍ବର ପିକ୍‌…

ଭୁବନେଶ୍ବର: ରାଜଧାନୀରେ ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ସେପ୍ଟେମ୍ବରରେ ବି କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ । ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି  । ଶ୍ରୀ ଚୌଧୁରୀ କହିଛନ୍ତିଯେ, ସେପ୍ଟେମ୍ବର ହେଉଛି…