ଅଭିନେତା ଅଜିତ୍ ନାରାୟଣ ଦାସଙ୍କୁ କରୋନା

ଭୁବନେଶ୍ବର: ସମସ୍ତଙ୍କର ଲୋକପ୍ରିୟ ଅଭିନେତା ଅଜିତ୍ ନାରାୟଣ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ରାତିରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହେବାରୁ ତାଙ୍କ ଝିଅ, ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କୁ ଜଣାଇଥିଲେ। ଅଜିତଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବଂ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।