Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ଭାସୁଛି ଡ୍ରେନ୍ ପାଣି

ପୁରୀ: ପୁରୀ ସିଂହଦ୍ୱାର ଆଗରେ ନର୍ଦ୍ଦମା ପାଣି ମାଡ଼ି ପତିତପାବନ ଦର୍ଶନ କରିବାକୁ ଯାଉଛନ୍ତି ଶ୍ରଦ୍ଧାଳୁ। ସ୍ଥାନୀୟ ଲୋକମାନେ ବି ଯାତାୟତ କରୁଛନ୍ତି। ବଡଦାଣ୍ଡରେ ଡ୍ରେନ୍ ପାଣି ଚାଲିବା ପରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଡ୍ରେନରେ ଓଭରଫ୍ଲୋ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି।

Comments are closed.