Odisha Link
Bridging the Missing Links in Odisha
Daily Archives

September 11, 2020

ସେ କେବେ ବି ମୋତେ ସ୍ବାମୀ ଭାବେ ମାନି…

ଭୁବନେଶ୍ବର: ଦାମ୍ପତ୍ୟ ବିବାଦକୁ ନେଇ ପୁଣି ଟୁଇଟ୍‌ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବର୍ଷା ତାଙ୍କୁ କେବେ ବି ସ୍ବାମୀ ଭାବେ ଗ୍ରହଣ କରିନଥିବା କହିଲେ ଅନୁଭବ। ଆଜି ପୁଣି ବର୍ଷାଙ୍କୁ ଅନରେବଲ ମ୍ୟାଡାମ ବୋଲି କହିଛନ୍ତି ସାଂସଦ ଅନୁଭବ। ଥରଟିଏ ପାଇଁ ବି ଅନରେବଲ ମ୍ୟାଡାମ ସ୍ବାମୀ ଭାବେ ମାନି…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା ଭୁବନେଶ୍ବର: ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩% ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ…

ବର୍ଷାଙ୍କୁ ଗ୍ରହଣ କରିବୁନି: ଅନୁଭବ

ଭୁବନେଶ୍ବର: ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟ୍ବଟ୍‌ କରିଛନ୍ତି। ମାନବାଧିକାର କର୍ମୀମାନେ ତାଙ୍କ ସହ ପ୍ରତାରଣା କରିଛନ୍ତି କହିଲେ ଅନୁଭବ। ଏହା ସହିତ ଅନୁଭବ ଆହୁରୀ ମଧ୍ୟ କହିଛନ୍ତି ଯେ, ତଥାକଥିକ ମାନବାଧିକାର କର୍ମୀମାନେ ଏମିତି ପ୍ରତାରଣା କରିବେ ବୋଲି…

ଉଦ୍ଧବଙ୍କୁ ଫଡନାଭିସ୍‌ଙ୍କ ଟାର୍ଗେଟ,…

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଓ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିବାଦ ଜାରି ରହିଛି। କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉଦ୍ଧବ ଠାକରେଙ୍କୁ ସେ ଟାର୍ଗେଟ କରିଛନ୍ତି। କଙ୍ଗନାଙ୍କ ସପକ୍ଷରେ ବାହାରି ଫଡନାଭିସ୍ କହିଛନ୍ତି ଯେ,…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଷ୍ଟାଟସ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଆଉ ପାଦେ ଆଗକୁ ଆଗେଇଛି। ଏନେଇ କ୍ରାଇମବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ତଲବ କଲେ ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ମାସେ ପରେ ମାମଲାର ଶୁଣାଣି କରିବାକୁ କହିଲେ ହାଇକୋର୍ଟ।…

କଙ୍ଗନା ଡ୍ରଗ୍ସ ଲିଙ୍କ୍‌ ନେଇ ମୁମ୍ବାଇ…

ମୁମ୍ବାଇ: ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନାଙ୍କ ମଧ୍ୟରେ ଏବେ ବି ବିବାଦ ଜାରି ରହିଛି। କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍‌ ନେଇ ମୁମ୍ବାଇ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ଭାର ମୁମ୍ବାଇ ପୁଲିସକୁ ଦେଇଛନ୍ତି। ତେବେ ଏହି…

କଥା ଦେଇ କଥା ରଖିଲେନି ଅନୁଭବ

ଭୁବନେଶ୍ବର: କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କାଲି ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଭେଟିନଥିବା ଅଭିଯୋଗ ହୋଇଛି। ଅନୁଭବଙ୍କ ଘରୁ ନିରାଶ ହୋଇ ଫେରିବା ପରେ ମାନବଧିକାର କର୍ମୀ ଅଭିଯୋଗ କରିଛନ୍ତି। ଆନ୍ତର୍ଜାତୀୟ ମାନବାଧିକାର କମିଶନ…

ସେପ୍ଟେମ୍ବର ୧୪ରୁ ମାଟ୍ରିକ…

ଭୁବନେଶ୍ବର: ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୪ରୁ ୨୪ ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ୨୨ ହଜାର ୬୪୯…

କାଲିଠୁ ଟ୍ରେନ୍ ସେବା ସ୍ୱାଭାବିକ

ଭୁବନେଶ୍ୱର: ଆସନ୍ତା କାଲି ପଶ୍ଚିମବଙ୍ଗରୁ ଲକଡାଉନ ସମ୍ପୂର୍ଣ୍ଣ ହଟୁଥିବାରୁ ଏଣିକି ଟ୍ରେନ ସେବା ସ୍ୱାଭାବିକ ହେବ। ବାତିଲ ହୋଇଥିବା ଟ୍ରେନ ସବୁ ନିୟମିତ ଚାଲିବ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଆଜି କୁହାଯାଇଛି।ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲ ଟ୍ରେନ ଉଭୟ ଦିଗରୁ ଯଥାରୀତି ଚଳାଚଳ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ!

ଭୁବନେଶ୍ବର: ଆସନ୍ତା କ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି। ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଖୋଲିବ,ସେ ନେଇ କିଛି ସ୍ଥିର ହୋଇନାହିଁ। କରୋନା…