ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତା ନାମ ଘୋଷଣା

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ୩ କାର୍ଯ୍ୟକାରୀ ସଭାପତି, ଜରଷ ମହାସଚିବ, ୩ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି। ୬ ଜୋନ୍ ସଭାପତି, ୧୧ ଉପସଭାପତି, ୪୦ ସାଧାରଣ ସାଂପାଦକ ମଧ୍ୟ ଘୋଷଣା କରାଯାଇଛି। ଅନିବାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାକେଶ ରାଜ ସ୍ବାଇଁ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରାଯାଇଛି। ଉପସତା ସାହୁ ହେଲେ ବିଜୁ ଛାତ୍ର ଜନତା ଦଳ ମହାସଚିବ। ଅଜିତ ବେହେରା, ବିଶ୍ବପ୍ରତାପ ସାହୁ ସ୍ବାଗତିକା ମହାନ୍ତି ବରିଷ୍ଠ ଉପସଭାପତି ହୋଇଛନ୍ତି।
Comments are closed.