Odisha Link
Bridging the Missing Links in Odisha
Daily Archives

September 25, 2020

ଝିମିଟି ଖେଳରୁ ମହାଭାରତ,ଗୁପଚୁପ ଖାଇବାକୁ…

ରାଉରକେଲା: ଝିମିଟି ଖେଳରୁ ମହାଭାରତ । ଗୁପଚୁପ ଖାଇବାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟ ଝଗଡ଼ା । ଗୁପଚୁପ ଖାଇବାକୁ ନେଇ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିହୋଇଥିଲା । ଜଣଙ୍କୁ ଗୁଳି ମାଡ ଓ ଅନ୍ୟଜଣେ ଖଣ୍ଡା ଆଘାତରେ ଆହତ ହୋଇଛନ୍ତି । ଗୁଳି ମାଡରେ ରୋହିତ…

ଭାରତକୁ ୨୦ ହଜାର କୋଟି ଝଟକା: ଟିକସ…

ନୂଆଦିଲ୍ଲୀ: ଭାରତକୁ ୨୦ ହଜାର କୋଟି ଝଟକା। ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାର ଏକ ଗୁରୁତ୍ଵପୂର୍ଣ୍ଣ ମୋକଦ୍ଦମା ଜିତି ଯାଇଛି। ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମାମଲା ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସ ସହ ଜଡିତ ଥିଲା। ଭାରତ ସରକାର ଓ…

ଏନକାଉଣ୍ଟର ୨ ଆତଙ୍କବାଦୀ ନିହତ

ଅନନ୍ତନାଗ: ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଲସ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସିରହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ଗତକାଲି ସନ୍ଧ୍ୟାରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ…

ଏନ୍‌ସିବି ରାଡାରରେ କରଣ ଜୋହର

ମୁମ୍ବାଇ: ଖୋଲୁଛି ମାୟାନଗରୀର ‘ଡି’ ଲିଙ୍କ୍। ଡ୍ରଗ୍‌ସ ଲିଙ୍କ ନେଇ ଏନ୍‌ସିବି ଜୋରଦାର ତନାଘନା ଜାରି ରଖିଛି। ଡ୍ରଗ୍‌ସ ଲିଙ୍କ ନେଇ ଅଭିନେତ୍ରୀ ରକୁଲ୍ ପ୍ରୀତ୍, ଦୀପିକା, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଛି। ଆଜି ଏନ୍‌ସିବି ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କୁ ଜେରା…

ଡିଜିଟାଲ ସେବା ଯୋଗାଇବାରେ ଜିଓ…

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡିଛି ।…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୪୩୮୮…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ତୁଳନାରେ ସୁସ୍ଥ ହାର ଅଧିକ ରହୁଛି। ରାଜ୍ୟରେ ଆଜି ଆଉ ୪୩୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୬୫,୪୩୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଡ୍ରଗ୍ସ ଗ୍ରୁପ୍ ର ଆଡମିନ୍ ଥିଲେ ଦୀପିକା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ଦୀପିକାଙ୍କୁ ସମନ ପଠାଇଥିଲା । ଗତ କାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହେବେ ଦୀପିକା । ସୂଚନା ଅନୁସାରେ ଯେଉଁ ହ୍ଵାଟ୍ସଆପ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା କରାଯାଉଥିଲା ସେହି ଗ୍ରୁପର ଆଡମିନ୍ ହେଉଛନ୍ତି ଦୀପିକା ।…

ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ…

ଭୁୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଯାତାୟତ ସେବା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ରବିବାର ଦିନ ଉଭୟ ରୁଟରେ ଗୋଟିଏ ଲେଖାଏଁ ବସ୍ ଚାଲିବ ଏବଂ ସୋମବାର ଠାରୁ…

ଚାଟ କରି ଫସିଲେ ରକୁଲପ୍ରୀତ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ଏନସିବି ଅନେକ କଳା କାରଙ୍କୁ ସମନ ଜାରି କରିଥିଲା । ସେମାନେ ହେଲେ ସାରା ଅଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ।  ଆଜି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏନସିବି ଗେଷ୍ଟ ହାଉସରେ ହାଜର ହୋଇଥିଲେ। ତାଙ୍କୁ ୪ଘଣ୍ଟା ଜେରା କରିଥିଲା ଏନସିବି ।…

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା…

ଭୁବନେଶ୍ୱର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତ ମନ୍ତ୍ରୀ ପହ୍ଲାଦ ସିଂହ ପଟେଲଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ…