Odisha Link
Bridging the Missing Links in Odisha
Daily Archives

September 25, 2020

ଆମ୍ବୁଲାନ୍ସ ଧକ୍କାରେ ୩ ମୃତ

ଯାଜପୁର:ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ। ଆମ୍ବୁଲାନ୍ସ ଟି ଏକ ବାଇକର ପଛ ପଟୁ ଧକ୍କା ଦେବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଯାଜପୁର ଧର୍ମଶାଳା ଥାନା୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ଝିଅର ମୃତ୍ୟୁ…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ…

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା। କରୋନା ପଜିଟିଭ୍‌ ହୋଇଥିବା ନେଇ ସେ ଆଜି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ମନ୍ତ୍ରୀ ତୁଷାରକାନ୍ତି ଟ୍ବିଟ୍‌ କରି କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ଆସିବା ପରେ ମୁଁ ନିଜକୁ ଗୃହ…

ହୋମ୍ ଆଇସୋଲେସନରେ ଭୁବନେଶ୍ୱରର ୭୫%…

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମରୀ ହୁ ହୁ ହୋଇ ବଢି ଚାଲିଛି। କୋଭିଡକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଜା ଅପଡେଟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ଭୁବନେଶ୍ୱରରେ ୭୫% ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। ୬୮ଟି ଟିମ୍ ହୋମ ଆଇସୋଲେସନର ମନିଟରିଂ…

ରାଜଧାନୀରୁ ଆଉ ୩୨୬ କରୋନା ପଜିଟିଭ୍‌…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ରେକର୍ଡ ସଂଖ୍ୟକ ୩୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୦ ଜଣ ରହିଥିବା ବେଳେ ହେଉଛନ୍ତି ୨୫୬ ସ୍ଥାନୀୟ ସଂକ୍ରମିତ। ଏଥିସହ ୩୯୨ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ଘରୋଇ କଂପାନୀ ଏବଂ ଶାସକ ଦଳର…

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ହେଉଛି ରାଜ୍ୟର ବିକାଶ ପାଇଁ, ସ୍ଥାନୀୟ ଅଂଚଳବାସିଙ୍କ ବିକାଶ ପାଇଁ । ମାତ୍ର ଲାଭାନ୍ୱିତ ହେଉଛନ୍ତି କିଛି ନ୍ୟାସ୍ତସ୍ୱାର୍ଥ ଶାସକ ଦଳର ନେତା, ମାଫିଆ ଏବଂ ନିର୍ଦ୍ଧିଷ୍ଟ ଘରୋଇ କଂପାନୀମାନେ । ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ…

ଝାରସୁଗୁଡାରେ ସପ୍ତାହେ ସଟ୍ଡ଼ାଉନ୍, ସକାଳ…

ଝାରସୁଗୁଡ଼ା: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଏକ ସପ୍ତାହ ପର୍ଯ୍ୟନ୍ତ ବଜାରକୁ ସଟ୍ଡ଼ାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଟ୍ଡ଼ାଉନ୍ ସମୟରେ ସକାଳ ୭ଟାରୁ ମଧ୍ୟାନ୍ନ ୧୨ଟା ଯାଏଁ…

କଙ୍ଗନା ରାକ୍ଷସୀ ପାଲଟି ଗଲେଣି : ସୋନା

ମୁମ୍ବାଇ :ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ନିଜର ବୋଲ୍ଡ ଅନନ୍ଦାଜ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସୋନା କଙ୍ଗନା ରଣାଓ୍ବତଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ରାକ୍ଷସୀ ପାଲଟି ଗଲେଣି । ବଲିଉଡ୍ ଡ୍ରଗ୍ସ କନେକସନରେ ବାବଦରେ କଙ୍ଗନା ବଡ଼ ବଡ଼ କଳାକାରଙ୍କୁ ଟାର୍ଗେଟ କରୁଛନ୍ତି।…

ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇଟି ସଫଳ…

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ମମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି । ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର…

ନୟାଗଡ଼ ସହରରେ ୨ ଦିନିଆ ସଟ୍‌ଡାଉନ୍

ନୟାଗଡ଼: ଆସନ୍ତା ୨ ଦିନ ଯାଏଁ ନୟାଗଡ଼ ସହରରେ ସଟ୍‌ଡାଉନ୍‌ ଘୋଷଣା। ୨ ଦିନିଆ ସଟ୍‌ଡାଉନ୍‌ ଘୋଷଣା କଲେ ନୟାଗଡ଼ ଜିଲ୍ଲାପାଳ। ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଦୁଇ ଦିନ ସାରା…

ଏନସିବି କାର୍ଯ୍ୟାଳୟରେ ଦୀପିକାଙ୍କ ସହ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଶ୍ରଦ୍ଧା କାପୁର, ସାରା ଅଲି ଖାନ ଓ ରକୁଲ ପ୍ରିତ ସିଂଙ୍କ ଭଳି ନବାଗତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ଏବେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ଏଥିରେ…