Odisha Link
Bridging the Missing Links in Odisha
Daily Archives

September 27, 2020

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କରୋନା

ଭୁବନେଶ୍ବର: ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କରୋନା। କରୋନା ପଜିଟଭ୍‌ ଚିହ୍ନଟ ହୋଇଥିବା ନେଇ ଆଜି ପ୍ରମିଳା ମଲ୍ଲିକ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛିନ୍ତି। ସେ ଟ୍ବିଟ୍‌ କରି ଲେଖି‌ଛନ୍ତି ଯେ, ମୋର କୋରୋନା ପରୀକ୍ଷା କରିଥିଲି, ଆଜି ଏହାର ରିପୋର୍ଟ ପଜିଟିଭ ଆସିଅଛି। କୋର କରୋନାର କୌଣସି ଲକ୍ଷଣ…

ଖୋର୍ଦ୍ଧାରୁ ୨୬୨ ଗ୍ରାମ୍ ବ୍ରାଉନ ସୁଗାର…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗା ଅଞ୍ଚଳରୁ ୨୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଆଜି ଦୁଇଜଣ ଯୁବକଙ୍କୁ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ସେମାନଙ୍କୁ ଗିରଫ କରିବା ବେଳେ ପୋଲିସ ସେମାନଙ୍କ ନିକଟରୁ ୨୬୨…

ଗରିବ କଲ୍ୟାଣ ରୋଜଗାର ଅଭିଯାନ: ରେଳବାଇ…

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଲକଡାଉନ ସମୟରେ ଭାରତୀୟ ରେଳବାଇ ୬ଟି ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ ସେପ୍ଟେମ୍ବର ୨୫ ସୁଦ୍ଧା ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ୧୦ ଲକ୍ଷ ୬୬ ହଜାର ୨୪୬ଟି…

୩ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ…

ନୂଆଦିଲ୍ଲୀ: ୩ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ସ୍ବୀକୃତି। ସଂସଦର ଉଭୟ ଗୃହରେ ପାରିତ ହେବା ପରେ ତିନୋଟି କୃଷି ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏହି କୃଷି ବିଲ୍କୁ ବିଶେଷକରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟର କୃଷକମାନେ ବିରୋଧ କରୁଛନ୍ତି। ଏଥି ସହିତ…

ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଯାନବାହାନକୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରିବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ…

ଜେଡିୟୁରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ପାଟଣା : ବିହାରର ଶାସକ ଦଳ ଜେଡିୟୁରେ ମିଶିଲେ ବିହାର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ଜେଡିୟୁରେ ସାମିଲ ହେବା ସହ ରାଜନୀତିରେ ପାଦ ଥାପିଛନ୍ତି। ଜେଡିୟୁରେ ସାମିଲ ହେବା ପରେ ଚଳିତ ବିଧାନସଭା ନିର୍ବାଚନରେ ବି ସେ ପ୍ରାର୍ଥୀ…

ବିଧାନସଭାରେ କରୋନା: ୭୫୭ରୁ ୧୩୬ ପଜିଟିଭ୍

ଭୁବନେଶ୍ବର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ। ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଇଥିଲା। ବିଧାନସଭା ପରିସରରେ୬ଟି କାଉଣ୍ଟରରେ ନମୁନା…

ପାଇଖାନାରେ ବିତୁଛି ଜୀବନ

ଧାମନଗର: ପାଇଖାନାରେ ବିତୁଛି ଜୀବନ। ଏଭଳି ଏକ ଅସହାୟା ବୃଦ୍ଧାଙ୍କ ଅବସ୍ଥା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତ ବେଦପୁର ଗାଁ ରେ। ୬୮ ବୃଦ୍ଧା ସରସ୍ଵତୀ ସାହୁଙ୍କ ପାଇଁ ସ୍ଵଚ୍ଛ ଭରତ ଅଭିଯାନର ପାଇଖାନା ଏବେ ସାଜିଛି ଘର। ପ୍ରଥମେ ଭଙ୍ଗା ଘରେ ରହୁଥିଲେ ମାତ୍ର ୨୦୧୧ ମସିହା…

ଆଜି ଜେଡିୟୁରେ ଯୋଗ ଦେବେ ଗୁପ୍ତେଶ୍ଵର…

ପାଟନା: ସ୍ଵେଚ୍ଛାକୃତ ଅବସର ନେଇଥିବା ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହେବେ। ସେ ସନ୍ଧ୍ୟା ୫ଟାରେ ପାଟନା ସ୍ଥିତ ଜେଡିୟୁ କାର୍ଯ୍ୟାଳୟରେ ଦଳରେ ଯୋଗ ଦେବେ। ଅବସର ନେବା ପରେ ଗୁପ୍ତେଶ୍ଵର ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା ଏବଂ ଆଜି…

ରାଜଧାନୀରୁ ଆଉ ୩୧୭ କରୋନା ପଜିଟିଭ୍‌…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ରେକର୍ଡ ସଂଖ୍ୟକ ୩୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୨ ଜଣ ରହିଥିବା ବେଳେ ହେଉଛନ୍ତି ୨୫୫ ସ୍ଥାନୀୟ ସଂକ୍ରମିତ। ଏଥିସହ ୩୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି।…