Odisha Link
Bridging the Missing Links in Odisha
Daily Archives

September 27, 2020

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ…

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା। ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ…

ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ…

ମୁମ୍ବାଇ: ପୁଣି ଓସିୱାର ପୋଲିସ ଷ୍ଟେସନରେ ପହଞ୍ଚିଲେ ଅଭିନେତ୍ରୀ ପାୟଲ ଘୋଷ। ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମଲାରେ କଶ୍ୟପଙ୍କୁ ଗିରଫ ଦାବିରେ ଅଭିନେତ୍ରୀ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରି ସେ ଥାନାରେ ଏତଲା ଦେଇଛନ୍ତି।…

ନାବାଳକକୁ ଛୁରୀ ଭୁସି ହତ୍ୟା

ରଣପୁର : ରଣପୁର ଥାନା ମହାତପଲା ଗାଁରେ ବୀଭତ୍ସ ଭାବରେ ହତ୍ୟାକାଣ୍ଡ ଘଟିଛି । ଜଣେ ନାବଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇ । ହତ୍ୟାର କାରଣ ସ୍ପଷ୍ଟ ହୋଇନାହଁ ।  ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।

ଦେଶର ଭବିଷ୍ୟତ ପାଇଁ ଗୁଳି ଖାଇବାକୁ ବି…

ନୂଆଦିଲ୍ଲୀ : ଅଭିନେତା ତଥା ଗୋରଖପୁର ବିଜେପି ସାଂସଦ ରବି କିଷନଙ୍କୁ ଧମକ। ରବି କିଷନଙ୍କୁ ଡ୍ରଗ୍ସ ମାଫିଆଙ୍କ ଠାରୁ ଜୀବନରେ ମାରିଦେବାକୁ ଧମକ ମିଳୁଛି। ଏହି ମାମଲାରେ ରବି କିଷନ କହିଛନ୍ତି ଯେ, “ଦେଶର ଭବିଷ୍ୟତ ପାଇଁ ଦୁଇ-ଚାରିଟି ଗୁଳି ଖାଇଲେ ମଧ୍ୟ କିଛି ଚିନ୍ତା ନାହିଁ। ସେ ସର୍ବଦା ସ୍ୱର ଉଠାଇବେ।…

କୋଭିଡ୍‌ ଦୁର୍ନୀତି ଶତାଦ୍ଦୀର ସବୁଠୁ ବଡ଼…

ଭୁବନେଶ୍ବର: କୋଭିଡ୍‌ ଦୁର୍ନୀତି ଏ ଶତାଦ୍ଦୀର ସବୁଠୁ ବଡ଼ ଦୁର୍ନୀତି। କୋଭିଡ୍‌ ପରିଚାଳନା ନେଇ ବର୍ଷିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, କୋଭିଡ୍‌ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ମିଳୁନି। ଲୋକେ ସେବା ପାଉ ନାହାଁନ୍ତି। ଘରୋଇ ମେଡିକାଲ ଲୁଟୁଛନ୍ତି। ଗୋଟିଏ ଦିନରେ ୫୦…

ଅଚ୍ୟୁତାନନ୍ଦଙ୍କ ବିୟୋଗରେ ରାଜ୍ୟ…

ଭୁବନେଶ୍ୱର: ଭୂବନେଶ୍ୱର ଜିଲ୍ଲା ବିଜେପି ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି…

ଆଲୋଚନା ପରେ ମନ୍ଦିର ଖୋଲିବାକୁ…

ଭୁବନେଶ୍ବର: ମନ୍ଦିର ଖୋଲିବା ନେଇ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନାହିଁ। ମନ୍ଦିର ଖୋଲିବା ନେଇ ଆଲୋଚନା ହେଲା ପରେ ନିଷ୍ପତ୍ତି ନେବୁ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌…

ପରିବା ବିକିଲେ ନିର୍ଦ୍ଦେଶକ ରାମବୃକ୍ଷ

ମୁମ୍ବାଇ : କରୋନା ସମସ୍ତଙ୍କର ଜୀବିକାକୁ ଠପ୍ କରିଦେଇଛି । ସଂକ୍ରମଣ କାରଣରୁ ଅନେକ ଲୋକ ନିଜ ଜୀବିକା ଛାଡି ଘରେ ବସିବାକୁ ବାଧ୍ୟ ହୋଇଥିଲେ ।ପରିବାରର ପେଟ ପୋଷିବ‌ା ପାଇଁ ଅନେକ ଲୋକ ଟଙ୍କା ଆୟ କରିବା ପାଇଁ ପରିବା ବିକିବା, ମାଟି ବୋହିବା ଭଳି କାମ କରୁଛନ୍ତି । ଲକଡାଉନ ସମୟରେ ଏଭଳି ଅନେକ ଘଟଣା ଆଖି…

ଉମା ଯାହା କହିଛନ୍ତି ସତ କହିଛନ୍ତି: ତାରା

ଭୁବନେଶ୍ବର: ଶାସକ ବିଧାୟକ କୋଭିଡ୍‌ ଗୁମର ଖୋଲିବା ପରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାରା କହିଛନ୍ତି ଯେ, ପରିଚାଳନା ତ୍ରୁଟିକୁ ସ୍ବୀକାର କରିଥିବାରୁ ଉମାଙ୍କୁ ଧନ୍ୟବାଦ। ସେ ସ୍ପଷ୍ଟବାଦୀ ଲୋକ। ସତ କହିବା ଲୋକ। ତେଣୁ ସେ ସତ କହିଛନ୍ତି। କିନ୍ତୁ…

କୋଭିଡ୍‌ ଗୁମର ଖୋଲିଲେ ଉମା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନାକୁ ନେଉ ପ୍ରଶ୍ନ ଉଠିଲା। ଏନେଇ ପ୍ରଶ୍ନ ଉଠାଇଲେ ଖୋଦ୍‌ ଶାସକ ଦଳର ବିଧାୟକ ଉମା ସାମନ୍ତରାୟ। ଉମାଙ୍କ କହିବା ଅନୁଯାୟୀ, ବିରୋଧୀ ଯେଉଁ ଅଭିଯୋଗ ଅଣିଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ। ମୁଁ ଏକଥାକୁ ସ୍ବୀକାର କରୁଛି ବୋଲି କହିଛନ୍ତି ବିଧାୟକ ଉମା…