Odisha Link
Bridging the Missing Links in Odisha
Daily Archives

October 2, 2020

କରୋନା: ଦେଶରେ ୮୧ ୪୮୪ ନୂଆ ଆକ୍ରାନ୍ତ;…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୮୧ ହଜାର ୪୮୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୦୬୮ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୦୯୫ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏହା…

ପିଚୁ କାରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି। ୪ଟି ଦମକଳ ବାହିନୀ ୪ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ ହୋଇଥିଲା। ପ୍ରକାଶ ଯେ, ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ…

ରାଜଘାଟରେ ଜାତିର ପିତାଙ୍କୁ…

ନୂଆଦିଲ୍ଲୀ: ୧୮୬୯ ମସିହା ଅକ୍ଟୋବର ୨ ତାରିଖ ଆଜିର ଦିନରେ ଗୁଜରାଟର ପୋରବନ୍ଦରରେ ଜନ୍ମ ନେଇଥିଲେ ଜାତୀର ଜନକ ମହାତ୍ମା ଗାନ୍ଧୀ। ଆଜି ସାରା ଦେଶ ତାଙ୍କର ୧୫୧ ତମ ଜୟନ୍ତୀ ପାଳୁଛି। ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାନ୍ଧୀଙ୍କ ଜୀବନରୁ ଅନେକ…

ଜବତ ହେଲା ନକଲି ପାନ ଜର୍ଦ୍ଦା

ଯାଜପୁର: ଯାଜପୁର ଛତିଆ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ନକଲି ଜର୍ଦ୍ଦା। ଏହି ଘଟଣାରେ ଜଣେ ଅଟକ ଅଛନ୍ତି। ଛତିଆ ଅଞ୍ଚଳର ବିଦ୍ୟାଧରପୁର ଗାଁରେ କଟକ କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବଇରୀ ପୁଲିସ ମିଳିତ ଭାବେ ଚଢାଉ କରି ବହୁ ପରିମାଣର ନକଲି ଜର୍ଦ୍ଦା, ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଛୋଟବଡ…

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ବର: ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ଆଜିର ଦିନରେ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ। ସେହିପରି ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀ ଆଗ୍ରାର ମୋଗଲସରାଇ ୧୯୦୪ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ଉଭୟଙ୍କ ଦେଶପ୍ରତି ଭଲପାଇବା ଆଜିବି ଯୁବପିଢି ମାନଙ୍କ…

କରୋନା: ଅକ୍ଟୋବର ୩୧କୁ ବଢ଼ିଲା…

ପୁରୀ: କରୋନା କଟକଣା ଯୋଗୁଁ ସ୍ବର୍ଗଦ୍ବାର ଶ୍ମଶାନରେ ଜିଲ୍ଲା ବାହାର ଲୋକଙ୍କ ଶବସତ୍କାର ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ନିର୍ଦେଶନାମା ପ୍ରକାଶ ପାଇଛି। ତେବେ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି…

ଆସିଲା ରାଜ୍ୟ ସରକାରଙ୍କ ଅନଲକ-୫…

ଭୁବନେଶ୍ବର: ଅନଲକ ୫.୦ର ଘୋଷଣା କରିଛନ୍ତି ରାଜ୍ୟ ସରାକର। କେନ୍ଦ୍ର ସରକାର ଅକ୍ଟୋବର ମାସ ପାଇଁ ମାର୍ଗଦର୍ଶିକା ଜାରି କରିବା ପରେ ଓଡିଶା ସରକାର ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାର ଅଧିକରୁ ଅଧିକ କ୍ଷେତ୍ରରେ ତାଲା ଖୋଲିବା ପାଇଁ ପ୍ରୟାସ କରୁଥିବା ବେଳେ ଓଡିଶା ସରକାର କିନ୍ତୁ…