Odisha Link
Bridging the Missing Links in Odisha
Daily Archives

October 12, 2020

ବିଗାଡ଼ି ଦେଲା କରୋନା: ରାଣାଘାଟର ଲତାଙ୍କୁ…

ମୁମ୍ବାଇ: ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତି ରାତି ଷ୍ଟାର ପାଲଟି ଯାଇଥଇଲେ ରାନୁ ମଣ୍ଡଳ। ରାତି ରାତି ସୋଶିଆଲ ମିଡିଆ ସେନସେସନ୍‌ ହେବାପରରେ ବଲିଉଡ ଫିଲ୍ମରେ ଗୀତ ଗାଇଥିଲେ। ଯାହାପରେ ତାଙ୍କ ଜୀବନ ପୂରା ବଦଳି ଯାଇଥିଲା। ଏପରିକି ଗତବର୍ଷ ଦଶହରା ସମୟରେ କୋଲକାତାର ସମସ୍ତ ପେଣ୍ଡାଲରେ…

ମୁମ୍ବାଇରେ ବିଜୁଳି ସରବରାହ ଠପ୍

ମୁମ୍ବାଇ: ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି। ବିଜୁଳି ଗ୍ରୀଡ୍ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହର ଏବେ ଅନ୍ଧାରରେ ରହିଛନ୍ତି। ଖାଲି ସେତିକି ନୁହେଁ, ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି।…

ଆଜି ବି ମନେ ପଡନ୍ତି ଖୋକା ଭାଇ

ଭୁବନେଶ୍ବର: ଆଜି ବି ମନେ ପଡନ୍ତି ଖୋକା ଭାଇ। ଆଜି ଓଲିଉଡ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ। ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ଭାବେ ସେ ଆଜି ବି ପ୍ରତି ଓଡିଆଙ୍କ ମନରେ ଜୀବିତ। ଦୀର୍ଘ ୧୮ ବର୍ଷ ହେଲାଣି ସେ ସ୍ୱର୍ଗାବାସ କରିଥିଲେ ସୁଦ୍ଧା…

ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ କରୋନା: ୨୪୨୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୪୬୬୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୭ଜଣ କ୍ବାରେଣ୍ଟାଇନ୍‌ରେ…

କିମିଆ କରିଛି ବିରିୟାନୀ, ଏହି ସ୍ଥାନରେ…

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ବନ୍ଦ ହୋଇ ଯାଇଥିଲା ହୋଟେଲ, ଛୋଟ ଛୋଟ ଖାଇବା ଦୋକାନ। ଆମ ଦେଶର ଖାଇବା ଓ ଲୋକଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି। ଯେଉଁଠି ବି ସୁସାଦ୍ୟ ଖାଦ୍ୟ ମିଳିଥାଏ ଆପେ ଆପେ ଲୋକ ସେଠାରେ ଲମ୍ବା ଲାଇନ୍‌ କରିଥାନ୍ତି। ସେମିତି ଏକ ଭିଡିଓ ଏବେ…

ଉପ ନିର୍ବାଚନ: ବିଜେପି ପ୍ରଚାର କମିଟି…

ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଗତକାଲି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି। ୧୩ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ ମହାନ୍ତିଙ୍କୁ ପ୍ରଚାର କମିଟିର…

ମିଠା ବ୍ୟବସାୟୀ ହତ୍ୟା ଘଟଣା : ଆଉ ୨…

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ବ୍ୟବସାୟୀ ହତ୍ୟା ଘଟଣା ସହ ସଂପୃକ୍ତ କମିସନରେଟ୍‌ ପୁଲିସ୍‌‌ ଆଉ ୨ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଅଭିଯୋଗରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଉଭୟଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା…

ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା…

ଅହମଦାବାଦ: ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ନାବାଳକ ଗିରଫ। ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିବାଙ୍କୁ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ କରାଯାଇଛି। କଚ୍ଛ ପୋଲିସର କହିବା ଅନୁସାରେ, ଏହି…

ସମ୍ କୋଭିଡ଼ ହସ୍ପିଟାଲ ଡାକ୍ତରଙ୍କୁ…

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ…