Odisha Link
Bridging the Missing Links in Odisha
Daily Archives

October 16, 2020

ଭାରତକୁ ଆସିବ ଆଉ ୪ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତ ସହିତ ଚୀନର ତିକ୍ତତା କମିବାର ନାଁ ଧରୁନି । ନଭେମ୍ବର ପ୍ରଥମ ସପ୍ତାହରେ ଫ୍ରାନ୍ସରୁ ଦ୍ଵିତୀୟ ଦଫାରେ ଆଉ ୩-୪ ରାଫେଲ ବିମାନ ହରିୟାଣା ସ୍ଥିତ ଅମ୍ବାଲା ବାୟୁସେନା ବେସ୍‌ରେ ପହଞ୍ଚିବ। ଏହା ପୂର୍ବରୁ ଜୁଲାଇ ୨୮ରେ ପ୍ରଥମ ଦଫାରେ ୫ ରାଫେଲ ବିମାନ ଭାରତ ପହଞ୍ଚିଥିଲା। ଏହାକୁ ଆନୁଷ୍ଠାନିକ…

କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ…

ଭୁବନେଶ୍ବର: କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ। କମିଶନର କହିଛନ୍ତି ଯେ, ଦୈତନଗରୀରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ। ଏହାକୁ ବନ୍ଦ…

ରାଜଧାନୀରୁ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୬୮ ଓ ଲୋକାଲ୍‌ କେସ ୧୭୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ବଡ଼ଗଡ଼ରୁ ୪ଜଣ, ବାପୁଜୀ ନଗରରୁ ୩ଜଣ, ଚକେଇଶିଆଣୀରୁ ୪ଜଣ, ପାତ୍ରପଡ଼ାରୁ ୪ଜଣ, ପୋଖରୀପୁଟରୁ ୩ଜଣ,…

ନିଟ୍ ଟପ୍ପର ହେଲେ ଓଡ଼ିଶାର ସୋଏବ

ଓଡ଼ିଶା: ନିଟ୍ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ସୋଏବ ଅଫତାବ ଟପ୍ପର ହୋଇଛନ୍ତି ।ଆଜି ନିଟ୍ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି ।ସୋଏବ ଅଫତାବ  ୭୨୦ରୁ ୭୨୦  ନମ୍ବର ରଖି ପ୍ରବେଶ ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ଆଜି ନିଟ ୨୦୨୦ପରୀକ୍ଷାର ମେରିଟ୍ ତାଲିକାରେ ଓଡିଶାର ସୋଏବ ଅଫତାବ ପୂର୍ଣ୍ଣ…

ରଥଯାତ୍ରା ପୂର୍ବରୁ ସରିଲା ସେବାୟତଙ୍କ…

ଯାଜପୁର: ପୁରୀ ରଥଯାତ୍ରା ଭଳି ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ହେବ। ଏଠାରେ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ। ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟିଂ ଶେଷ ହୋଇଛି। ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କର କରୋନା ଟେଷ୍ଟିଂ ମଧ୍ୟ ହେଇଛି।…

ଉପନିର୍ବାଚନ: ତିର୍ତ୍ତୋଲରେ ୮ ଓ…

ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି। ଆଉ ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି…

ପ୍ରକାଶ ପାଇଲା ଏନଟିଏ ଏନଇଇଟି-୨୦୨୦ର…

ନୂଆଦିଲ୍ଲୀ : ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନଟିଏ ଏନଇଇଟି -୨୦୨୦ ର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାଫଳ ଏନଟିଏର ୱେବସାଇଟ ntaneet.nic.in ଓ mcc.nic.in ରେ ଉପଲବ୍ଧ ହେଉଛି । ୱେବସାଇଟରେ ପ୍ରାର୍ଥୀମାନଙ୍କର ସ୍କୋର, ର‍୍ୟାଙ୍କ ଓ ପରୀକ୍ଷା ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରକାଶିତ…

୧୯ରେ ଖୋଲିବ ଭିତରକନିକା

ଭୁବନେଶ୍ୱର: କରୋନା କାଳରେ ଦୀର୍ଘ ୭ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଅଭୟାରଣ୍ୟ ଆସନ୍ତା ୧୯ ତାରିଖରେ ଖୋଲିବାକୁ ଯାଉଛି। ଏନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟୟ ସୂଚନା ଦେଇଛନ୍ତି। ଖୋଲିବା ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଥିବା ଜଣାପଡ଼ିଛି।

କଏଦୀ ପେଟରୁ ବାହାରିଲା ସୁଇସାଇଡ ନୋଟ

ନାସିକ: ମହାରାଷ୍ଟ୍ରର ନାସିକ କେନ୍ଦ୍ର କାରାଗାରରେ ଜଣେ କଏଦୀର ପେଟରୁ ସୁଇସାଇଡ ନୋଟ ବାହାରିବା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ କିଛିଦିନ ତଳେ କଏଦୀ ଜଣକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଲେଖିଥିଲେ। ଯାହା ତାଙ୍କ ପେଟରୁ ମିଳିଥିଲା।…

ଷ୍ଟିଲ୍‌ ସିଟିରେ ଆରମ୍ଭ ହେଲା…

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲାରେ ଆରମ୍ଭ ହେଲା ଏକ୍ସପ୍ରେସ୍‌ ସର୍ଭିସ ସେବା। ଏନେଇ ଦୁଇଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏହି…