Odisha Link
Bridging the Missing Links in Odisha
Daily Archives

October 19, 2020

୨୦ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ବିଫଳ

ରାଉରକେଲା: ଦିନକୁ ଦିନ ଚୋର ମାନେ ନିଜର କାୟ ବିସ୍ଥାର କରିବାରେ ଲାଗିଛନ୍ତି । ତେବେ ରାଉରକେଲା ପାନପୋଷ ନିକଟସ୍ଥ ତାରିଣୀ ମନ୍ଦିର ପାଖରେ ଥିବା ଏକ୍ସିସ ବ୍ୟାଙ୍କଠାରୁ ଦୁର୍ବୁତ୍ତ ମାନେ ଜଣେ ଫ୍ଲିପକାର୍ଟ କର୍ମଚାରୀଙ୍କଠାରୁ ଡକାୟତି ଉଦ୍ୟମ କରିଛନ୍ତି। ସେ ଏକ୍ସିସ ବ୍ୟାଙ୍କକୁ ଟଙ୍କା ଜମା ପାଇଁ…

ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ…

ଭୁବନେଶ୍ୱର: ଓଡିଶାର ଜନଜାତି ତଥା ଅସୁବିଧାରେ କାଳାତିପାତ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ରାଜ୍ୟରେ ପ୍ରଥମ: ରାୟଗଡ଼ା ପୌର ପରିଷଦରେ…

ରାୟଗଡ଼ା: ଏକପ୍ରକାର ସାମଜିକ ବାସନ୍ଦ ଜୀବନ ବିତାଉଥିବା ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପୌର ପରିଷଦ କର୍ତୃପକ୍ଷ। ପ୍ରଥମ ଥର ପାଇଁ ୫ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ପୌର ପରିଷଦ ପକ୍ଷରୁ ଗାଡ଼ିଚାଳକ ଭାବେ ନିଯୁକ୍ତି ମିଳିଛି।…

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। କରୋନା ମହାମାରୀ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ଲଗାଯାଇଥିବା କଟକଣାକୁ ହଟାଯାଇଛି। ଏଣିକି ପୁରୀ ଜିଲ୍ଲା ବାହାରର ବ୍ୟକ୍ତି ନିଜ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରିପାରିବେ। ସ୍ୱର୍ଗଦ୍ୱାରରୁ କଟକଣା ହଟିବା ନେଇ ପୁରୀ…

ନିଟ୍ ପରୀକ୍ଷାରେ ବିଫଳ ହେବାରୁ ଛାତ୍ରଙ୍କ…

ଯାଜପୁର: ନିଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା। ମେଡିକାଲ ପ୍ରବେଶିକା ପରୀକ୍ଷାରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଯାଜପୁରରୋଡ (ଦଳା) ଅଞ୍ଚଳର ବୀରେନ ପଲେଇଙ୍କ ପୁଅ ଡି ସୌରଭ (୨୨)। ପରୀକ୍ଷାରେ ଫଳ ଖରାପ ହେବାରୁ ଘରୁ ଚାଲିଯାଇ ଥିବା ବେଳେ ବୈତରଣୀ…

ନାଳରେ ଭାସି ଛାତ୍ର ନିଖୋଜ

ଧରାକୋଟ: ନାଳରେ ଭାସିଗଲେ ଛାତ୍ର। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନପୁର ଗ୍ରାମ ମଙ୍ଗଳପୁର ନାଳର ପ୍ରଖର ସ୍ରୋତରେ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସି ଯାଇ ନିଖୋଜ ଅଛନ୍ତି। ଛାତ୍ର ଜଣକ ହେଲେ ଡେରାସାହିର ପ୍ରଭାକର ମହାରଣାଙ୍କ ପୁଅ କାହ୍ନା (୧୫)। ଦମକଳ ବାହିନୀ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

ଚନ୍ଦ୍ରାଣୀ ମୁର୍ମୁଙ୍କୁ ବ୍ୟବହାର…

ଭୁବନେଶ୍ୱର: ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓକୁ ନେଇ ପୁଲିସର ତପ୍ତରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମନ୍ତବ୍ୟ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର…

ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ…

ଭୁବନେଶ୍ୱର: ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି ସାଂସଦ ଚନ୍ଦ୍ରାଣୀ। ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି। ମୋତେ ବଦନାମ…

ମୂର୍ତ୍ତି ଉଚ୍ଚତାରେ କଟକଣା ନାହିଁ:…

କଟକ: ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆଜି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ରହିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। କଟକରେ ବଡ ମୂର୍ତ୍ତି ଥିବା ୯ଟି ଦୁର୍ଗା ମଣ୍ଡପଙ୍କୁ ମିଳିଛି ଅନୁମତି। ଆଜି ମୂର୍ତ୍ତି ଉଚ୍ଚତା ନେଇ କୋର୍ଟଙ୍କୁ ସବିଶେଷ…

ଓଲଟିଲା ଅଟୋ ୨ମୃତ, ୧୫ ଆହତ

ଉମରକୋଟ: ଉମରକୋଟ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଟୋ ଓଲଟି ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ରୁ ୪ ଜଣ ଶିଶୁ ଥିବା ଜଣାଯାଇଛି। ଅଟୋର ସବୁ ଯାତ୍ରୀ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ଚନ୍ଦାହାଣ୍ଡି…