Odisha Link
Bridging the Missing Links in Odisha
Daily Archives

October 29, 2020

ଡାକ୍ତରଙ୍କ ଭଳି ବ୍ୟାଙ୍କ କର୍ମଚାରୀ ମଧ୍ୟ…

ଭୁବନେଶ୍ୱର: କୋଭିଡ୍‌ ଯୋଦ୍ଧାମାନେ ଲୋକଙ୍କ ଜୀବନ ବଞ୍ଚାଇ ରଖିବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ତେଣୁ ଡାକ୍ତରଙ୍କ ପରି ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ହେଉଛନ୍ତି କୋଭିଡ୍‌ ଯୋଦ୍ଧା। ଏନେଇ କୋଭିଡ ପରିଚାଳନା ନେଇ ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ନବୀନ…

ଦେଶୀ ମଦ ଜବତ, ୬ ଗିରଫ

ଭଦ୍ରକ: ଦେଶୀ ମଦ ଚୋରା ଚାଲଣାରେ ଭଦ୍ରକ ପୁଲିସ ୬ଜଣଙ୍କୁ ଗିରଫ କରିଛି । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା…

କଂଗ୍ରେସ ଶାସନ କାଳରେ ବିହାରର ତିଳେମାତ୍ର…

ବିହାର : କଂଗ୍ରେସର ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିଁ ବୋଲି ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ନିଜର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାରର ତରୈୟା, ମଧୁବନ, ରୋସଡା ଓ ପିପରାର ବିଭିନ୍ନ ଅଞ୍ଚଳରେ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୦୮…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୨ ଲକ୍ଷ ୭୨ ହଜାର ୩୮କୁ ବୃଦ୍ଧି ପାଇଛି। ସଂକ୍ରମଣ ଭଳି ସୁସ୍ଥତାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏ ନେଇ ରାଜ୍ୟ…

ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁନି:…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବାଲେଶ୍ବର ବିଜେପି ପ୍ରାର୍ଥୀଙ୍କ ମା। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମା ତଥା ସ୍ବର୍ଗତ ମଦନ ଦତ୍ତଙ୍କ ସ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ। ବିଜେଡ଼ି ମନ୍ତ୍ରୀ ରାଜା ସ୍ବାଇଁ ମୋ ସ୍ବାମୀଙ୍କ ମୃତ୍ୟୁଙ୍କୁ ସୁଯୋଗ କହିଲେ।…

ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି ସମ୍ପର୍କିତ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ…

୨ରୁ ଖୋଲିବ ଏମ୍‌ସ ଓପିଡି

ଭୁବନେଶ୍ବର: ଦୀର୍ଘ ସାତ ମାସ ଧରି ବନ୍ଦ ରହିଥିବା ଭୁବନେଶ୍ୱର ଏମ୍ସର ବହିଃ ବିଭାଗ ପୁଣି କାର୍ଯ୍ୟକ୍ଷମ ହେବ। କୋଭିଡ୍ କଟକଣା ଭିତରେ ଆସନ୍ତା ନଭେମ୍ବର ୨ ତାରିଖରୁ ଆଉଟଡୋର୍ ପେସେଣ୍ଟଙ୍କୁ ଦେଖିବେ ଡାକ୍ତର। ପ୍ରଥମ ସପ୍ତାହରେ ଦୈନିକ ପ୍ରତି ବିଭାଗରେ ୩୦ ଜଣ ଓ ଦ୍ୱିତୀୟ ସପ୍ତାହ ନଭେମ୍ବର ୯ରୁ ଦୈନିକ…

ଚିଲିକା: ପର୍ଯ୍ୟଟକଙ୍କ ପାଇଁ ପ୍ରଚଳିତ…

ପୁରୀ : ପର୍ଯ୍ଯଟକଙ୍କ ପାଇଁ ପ୍ରଚଳିତ ହେବ ମୋବାଇଲ ଆପ୍ ।ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ, ଏଥିପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଚିଲିକାର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିବା…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି…

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ ବଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ ବିଜେଡି ସପକ୍ଷରେ ଭୋଟ କରାଇବା ଆଦି କାର୍ଯ୍ୟ ଚାଲୁ ରଖିଛି । ବାରମ୍ବାର ଅଭିଯୋଗ କରିବା ପରେ ବି ଶାସକ ଦଳର ମନ୍ତ୍ରୀ ଓ…

ନାଗାର୍ଜୁନ ବେଶ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଚଳିତ ବର୍ଷ କରୋନା କଟକଣା ପାଇଁ ଆଡମ୍ବରରେ ହେବ ନ‌ାହିଁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀ ମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି। କେବଳ ବେଶ ନୀତି ଅନୁଷ୍ଠିତ ହେବ। ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବନ୍ଦ କରାଯିବ। ଆସନ୍ତା ନଭେମ୍ବର ୨୭…