Odisha Link
Bridging the Missing Links in Odisha
Daily Archives

October 29, 2020

ମାଲବାହି ଅଟୋ ମୁହାଁମୁହିଁ ଧକ୍କା, ୩…

ଆଠଗଡ଼: ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ସଂଯୋଗ କରୁଥିବା ଘଣ୍ଟିଖାଲ ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ଟି ମାଲବାହି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା।ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କ ମଧ୍ୟରୁ ଜଣଙ୍କ…

ପୋଡ଼ା ଟ୍ରାନ୍ସଫର୍ମର କହି ଅଡୁଆରେ…

ଜଳେଶ୍ୱର : ଓଡ଼ିଆ ଅଭିନେତା ତଥା ବିଜେଡି ନେତା କୁନା ତ୍ରିପାଠୀ ପୋଡ଼ା ଟ୍ରାନ୍ସଫର୍ମର ଶବ୍ଦ କହି ଅଡୁଆରେ ପଡି ଯାଇଛନ୍ତି। ସେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ନାଁ ନନେଇ ଏହି ଶବ୍ଦର ବ୍ୟବହାର କରିଥିଲେ । ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ହୋଇଥିବା…

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଜଗତପୁର: ଜଗତପୁର ଖଇରା ପୋଲ ଉପରେ ସାଲେପୁରରୁ କଟକ ଆସୁଥିବା ଏକ ଦଶଚକିଆ ଟ୍ରକ ପଛପଟୁ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଜଣକ ପାର୍ଶ୍ବରେ ଆସୁଥିବା ଏକ କାରରେ ପିଟି ହୋଇ ଟ୍ରକର ପଛ ଚକ୍କା ସାମ୍ନାରେ ପଡ଼ିଥିଲେ ଏବଂ ବାଇକ ଚାଳକଙ୍କ ମୁଣ୍ତ ଉପରେ ଟ୍ରକଟି ଚଢ଼ି ଚାଲିଯାଇଥିଲା। ଘଟଣାସ୍ଥଳରେ…

୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ…

ଲଣ୍ଡନ: ୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଆଇନଜୀବୀ ହରିଶ ସାଲଭେ । ସେ ତାଙ୍କର ବନ୍ଧୁ ତଥା ୫୬ ବର୍ଷୀୟ କାରୋଲିନ ବ୍ରୋସାର୍ଡଙ୍କ ହାତ ଖ୍ରୀଷ୍ଟଧର୍ମ ଅନୁଯାୟୀ ଧରିଛନ୍ତି। ବୁଧବାର ସାଲଭେ ଓ ବ୍ରୋସାର୍ଡଙ୍କ ବିବାହ ଉତ୍ସବ ପାଇଁ ଲଣ୍ଡନର ଏକ ଚର୍ଚ୍ଚରେ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରାଯାଇଥିଲା।…

ବାଲେଶ୍ୱର ଉପନିର୍ବାଚନ: ଡିଜିଟାଲ ପ୍ରଚାର…

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଉପନିର୍ବାଚନ। ସମୟ ଯେତେ ପାଖଉଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଷୁମ ହେଉଛି ଉପନିର୍ବାଚନ। ଏହାରି ଭିତରେ ଆଜି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ…

ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍‌ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍…

ରାଜ୍ୟ ସରକାରଙ୍କ ଧାନକିଣା ପ୍ରସ୍ତୁତି :…

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ…

କରୋନା: ହବିଷ୍ୟାଳୀଙ୍କ ପାଇଁ ଜାରି ହେଲା…

ପୁରୀ: ଚଳିତ ବର୍ଷ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ପାଇଁ ଜାରି ହେଲା କଟକଣା । ଏ ନେଇ ହବିଷ୍ୟାଳୀ ପାଇଁ ପୁରୀ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି କରୋନା କଟକଣାକୁ ଦୃଷ୍ଟିରେ ରଖି ହବିଷ୍ୟାଳିଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରାଯାଇଛି । ଏହା ପୁରୀ…

କରୋନା: ରାଜଧାନୀରୁ ୯୩ ପଜିଟିଭ ଚିହ୍ନଟ,…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଆଉ ୯୩ ଜଣ କରୋନା ପଜିଟିଭ। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୮୫ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୨୧ ଜଣ ରହିଥିବା ବେଳେ ୭୨ ଜଣ…

ଫ୍ରାନ୍ସରେ ଆତଙ୍କୀ ହମଲା: ୩ ମୃତ

ଫ୍ରାନ୍ସ : ଫ୍ରାନ୍ସର ନାଇସ ସହରର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀ ଛୁରୀରେ ଆକ୍ରମଣ କରି ଜଣେ ମହିଳାଙ୍କ ମୁଣ୍ଡ କାଟିବା ସହ , ୨ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଛି । ସୂଚନା…