ରାଜ୍ୟ କରୋନା: ୧୫୪୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୮୯୧ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୬୫୬ଜଣ ଆକ୍ରାନ୍ତ ହୋଇଛନ୍ତି ।
ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ ହଜାର ୬୪୬ ରେ ପହଞ୍ଚିଛି। ଏହାଛଡ଼ା ଆକ୍ଟିଭ କେସ ୧୫ ହଜାର ୨୪୭ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୩୮ରେ ପହଞ୍ଚିଛି।
Covid-19 Report For 29th October
New Positives Cases 1547
In quarantine: 891
Local contacts: 656(Details of local contacts will be shared by concerned District Administration)
District Wise Cases:
1. Angul: 95
2. Balasore: 79
3. Bargarh: 35
4. Bhadrak: 43
5. Balangir: 79— I & PR Department, Odisha (@IPR_Odisha) October 30, 2020
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରୁ ୯୫ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୭୯, ବରଗଡ଼ ୩୫, ଭଦ୍ରକ ୪୩, ବଲାଙ୍ଗୀର ୭୯, ବୌଦ୍ଧ ୧୨, କଟକ ୯୮, ଦେଓଗଡ଼ ୧୭, ଢେଙ୍କାନାଳ ୪୦, ଗଜପତି ୨୪, ଜଗତସିଂହପୁର ୮୯, ଯାଜପୁର ୭୦, ଝାରସୁଗୁଡ଼ା ୩୭, କଳାହାଣ୍ଡି ୩୭, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୭୧, ଖୋର୍ଦ୍ଧା ୧୫୯, କୋରାପୁଟ ୩୭, ମାଲକାନଗିରି ୧୭, ମୟୂରଭଞ୍ଜ ୮୮, ନବରଙ୍ଗପୁର ୩୦, ନୟାଗଡ଼ ୩୪, ନୂଆପଡ଼ା ୫୯, ପୁରୀ ୫୯, ରାୟଗଡ଼ା ୯, ସମ୍ବଲପୁର ୨୩, ସୋନପୁର ୨୨ ଓ ସୁନ୍ଦରଗଡ଼ରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.