Odisha Link
Bridging the Missing Links in Odisha
Daily Archives

November 3, 2020

ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ…

ଭୁବନେଶ୍ୱର: ଭୁବନେଶ୍ୱରର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨୬ ଏକର ପରିମିତ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ ଏବେ ବିକ୍ରି କରିବା ପାଇଁ ବା ହଡପ କରିବା ପାଇଁ ସରକାର ଯେଉଁ…

ରିଲିଜ୍ ହେଲା ଷ୍ଟାର ଶୈଳେନ୍ଦ୍ରଙ୍କ ନୂଆ…

ଭୁବନେଶ୍ବର: କଳିଙ୍ଗ ପ୍ରଡକ୍ସନର ପ୍ରଥମ ପ୍ରତିଷ୍ଠା ଦିବସ ଅବସରେ ନୂଆ ମ୍ୟୁଜିକ ଭିଡ଼ିଓ ‘ତୁ ମତେ ଭଲ ଯେ ପାଉ’ ରିଲିଜ୍ ହୋଇଛି। ଗୀତଟିରେ ଶୈଳେନ୍ଦ୍ର ଓ ହିମାଗ୍ନିଙ୍କୁ ଏକ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି। ସ୍ମୃତି ଆର୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ, ସହ ନିର୍ଦ୍ଦେଶନାରେ ମିଲନ୍ ଦାଶ…

ଉପନିର୍ବାଚନ: ଦିନ ୧ଟା ସୁଦ୍ଧା…

ଭୁବନେଶ୍ବର: ଆଜି ବାଲେଶ୍ବପର ସଦର ଓ ତିର୍ତ୍ତୋଲ ନିର୍ବାଚନା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିବାର ସୂଚନା ମିଳିଛି। ଏହା ମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮%…

ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ କନିଷ୍ଟ ମହାବିଦ୍ୟାଳୟର ଜଣେ ଠିକା ଅଧ୍ୟାପକଙ୍କର ଆଜି ଅସ୍ୱାଭାବିକ ମୃତ୍ୟୁ ହୋଇଛି। ତାଙ୍କ ନାଁ ଉମାକାନ୍ତ ସାମଲ। ବୟସ ମାତ୍ର ୨୪ବର୍ଷ। ତାଙ୍କ ଘର କଣିହାଁ ଥାନା ସାନ କାକୁଡ଼ିଆ ଗାଁରେ। ସେ କଲେଜର ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଥିଲେ। ଆଜି ଭୋର ସମୟରେ ଏକ ଗଛରେ…

ଦୂତୀଙ୍କୁ ଚାକିରିରେ ପଦୋନ୍ନତି ଦେଲେ…

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଉପହାର ଦେଲେ ସରକାର। ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି)ରେ କାର୍ଯ୍ୟରତ ଥିବ ଦୂତୀ ଚାନ୍ଦଙ୍କୁ ପଦୋନ୍ନତି ମିଳିଛି। କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଏବଂ ‘ଅର୍ଜୁନ’ ପୁରସ୍କାର ପାଇବା ପରେ ଦୂତୀଙ୍କୁ ରାଜ୍ୟ ସରକାର ପୁରସ୍କାର ସ୍ୱରୂପେ ଚାକିରିରେ…

ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟକ୍ଷ ଗିରଫ

କୋରାପୁଟ: ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ। ସେ କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପବିତ୍ର ଉକ୍ତ ଉତ୍ପୀଡ଼ନ ୭,୦୦୦ଟଙ୍କା ଦରମା ମିଳିବ ବୋଲି କହି ମାସକୁ ୪,୦୦୦ଟଙ୍କା ଦେଉଥିଲେ। ସବୁ ଟଙ୍କା ମାଗିଲେ…

ଜବତ ହେଲା ଦୁଇ ଚୋରା କୋଇଲା ଟ୍ରକ

ଢ଼େଙ୍କାନାଳ: ଜବତ ହେଲେ ଦୁଇ ଚୋରା କୋଇଲା ଟ୍ରକ। ଗାଡ଼ି ଦୁଇଟି ତାଳଚେରରୁ ଚୋରା କୋଇଲା ନେଇ ଯାଉଥିବା ବେଳେ ପୁଲିସ ୨ଟି ଟ୍ରକକୁ ଜବତ କରିଥିବା ଜଣା ପଡ଼ିଛି। ଢ଼େଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ପୁଲିସ ଗୋବିନ୍ଦପୁର ଛକଠାରୁ ଟ୍ରକ ୨ଟି କୁ ଜବତ କରିଛନ୍ତି। ଟ୍ରକ ଚାଳକ ପରଜଙ୍ଗ ବ୍ଲକ ବରିହାପୁରର…

ଦ୍ବିତୀୟ ସାଲବେଗ ଭିକାରୀ ମହମ୍ମଦ…

ନୟାଗଡ଼: ଜାତିରେ ମୁସଲମାନ୍‌ ହେଲେ ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନସାରା ତୁଣ୍ଡରେ ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ। ଏଭଳିକି ତାଙ୍କୁ ଦ୍ବିତୀୟ ସାଲବେଗର ଆଖ୍ୟା ଦେଇଛନ୍ତି ଓଡ଼ିଶାବାସୀ। ସେଥିପାଇଁ ଓଡ଼ିଶାରେ ତାଙ୍କର ସୃଷ୍ଟି ହୋଇଛି ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା…

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ଆହତ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୨ଜଣ ଆହତ ‌ହୋଇଛନ୍ତି। ଏହି ଦୁର୍ଘଟଣାଟି ପାଲଲହଡ଼ା ବ୍ଲକ୍ ଖମାର ଥାନା ଆଲୁରି ପଞ୍ଚାୟତର ନୂଆ ଗାଁ ନିକଟସ୍ଥ ଚୋର ଘାଟି ରାସ୍ତାରେ ଘଟିଛି। ଗତ ରାତି ୩ଟା ବେଳେ ଏକ ଦୁର୍ଘଟଣା ଘଟିଥିଲା। ମୃତ୍ୟୁ ଯୁବକଙ୍କ ନାଁ ହିମାଂଶୁ ପ୍ରଧାନ ବୋଲି ଜଣା…

କାରରୁ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ସବୁବେଳେ ଚଳ ଚଞ୍ଚଳ ରହୁ ଥିବା ଭୁବନେଶ୍ୱରରୁ ଗଞ୍ଜେଇ ଜବତ କରିଛି ପୁଲିସ। ଆଜି ୨ଟି ଦାମୀ କାରରୁ ୧୪ କିଲୋ ଗଞ୍ଜେଇ ଜବତ କରାଯାଇଛି। ପୁଲିସ ଚୋରା ଚାଲଣା ବେଳେ ସହିଦ ନଗରର ଥାନା ବାଙ୍କୁଆଳରୁ ଜବତ କରିଛି। ପୁଲିସ ୨ ଜଣଙ୍କୁ ଗିରଫ କରି ପଚରା ଉଚୁରା କରୁଛି।