୮କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି : ୮ କୁଇଣ୍ଟାଲ ଗଂଜେଇ ସହ ଗୋଟିଏ ମାଉଜର ଜବତ କରିଛି ପୁଲିସ। ମାଛକୁଣ୍ଡ ପୋଲିସ, ମାଛକୁଣ୍ଡର ହାନୁମାଲ୍ ଗାଁ ନିକଟରେ ଗଂଜେଇ ଗାଡିକୁ ଜବତ କରିଛି।
ଗଂଜେଇ ମାଫିଆ ସେଠାରୁ ଖସି ପଲେଇ ଥିଲେ। ଗଂଜେଇ ସହ ବୋଲେରୋ ଗାଡି ଜବତ କରିଛି ପୁଲିସ। ମାଲକାନଗିରିରୁ ଛତିଶଗଡକୁ ଏହି ଗଂଜେଇ ଚାଲାଣ ହେଉଥିବା ସୂଚନା ମିଳିଛି। ଜବତ ଗଂଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।
Comments are closed.