Odisha Link
Bridging the Missing Links in Odisha

ଅଜଣା ଗାଡ଼ି ଧକ୍କାରେ ମା’ ଓ ଶିଶୁପୁତ୍ର ମୃତ

ସୋର: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ମା ଓ ଶିଶୁପୁତ୍ର ମୃତଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଦୁର୍ଘଟଣାଟି ସୋରର ଖନ୍ତାପଡ଼ା ଥାନା ନିକଟରେ ଘଟିଛି।

ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍କୁଟିରେ ବାପା, ମାଓ ଶିଶୁ ପୁତ୍ର ଶେରଗଡ଼ ପଟୁ ଭଦ୍ରକ ଯାଉଥିଲେ।

Comments are closed.