Odisha Link
Bridging the Missing Links in Odisha
Daily Archives

November 17, 2020

ଇ ଏବଂ ପି ସେକ୍ଟରରେ କ୍ରମାଗତ ସଂସ୍କାର…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମବଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି(ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି।…

ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା ମିସାଇଲ୍। ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ କରିପାରୁଥିବା QUICK REACTION SUFACE TO AIR MISSILE ପରୀକ୍ଷଣ ସଫଳ ହୋଇଛି। ଏହି କ୍ଷେପଣାସ୍ତ୍ର ପାଇଲଟଲେସ୍ ଟାର୍ଗେଟ ଏୟାରକ୍ରାଫ୍ଟ ବଂଶୀକୁ ଲକ୍ଷ୍ୟଭେଦ କରିଛି। ଏଥିରେ ବ୍ୟବହୃତ ସମସ୍ତ…

ଛୁଟି ନ ମିଳିବାରୁ ଥାନା ଅଧିକାରୀଙ୍କର…

ଭରତପୁର: ଛୁଟି ନ ମିଳିବାରୁ ହୃଦଘାତରେ ମୃତ୍ୟୁ ବରଣ କଲେ ଥାନା ଅଧିକାରୀ। ମୃତ୍ୟୁ ବରଣ କରିଥିବା ଅଧିକାରୀ ଜଣଙ୍କ ହେଲେ ହୋସିଆର ସିଂ। ତାଙ୍କ ପୁଅର ବିବାହ ତାରିଖ ନଭେମ୍ବର ୨୫ ରେ ଥିଲା, ଯାହା ପାଇଁ ସେ ଛୁଟି ପାଇଁ ଏସପି କାର୍ଯ୍ୟାଳୟର ଚକର କଟୁଥିଲେ। ସୂଚନା ଅନୁସାରେ, ଭରତପୁରର ଅଧିକାରୀ…

ଦର୍ଶନ ପ୍ରସ୍ତୁତି ମାସେ ଲାଗିବ: ମୁଖ୍ୟ…

ପୁରୀ: ଆଜି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଶେଷ ହୋଇଛି। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି। ବ୍ୟୟ ଅପେକ୍ଷା ଶ୍ରୀମନ୍ଦିର ଆୟ କମିଯାଇଛି। ଆୟ ବଢାଇବା ପାଇଁ ଅନଲାଇନରେ ଡୋନେସନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ରହିଛି। ୪…

ଚାଷୀଙ୍କ ଧାନକୁ ଅଣ୍ଡରରେଟ୍‌ରେ କିଣିବାର…

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବଳରେ ଚାଷୀ ତାର ଉତ୍ପାଦିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ରାଜ୍ୟର ଯେକୌଣସି ମଣ୍ଡିରେ ବିକ୍ରି କରିବା ସହ ରାଜ୍ୟ ବାହାରେ ମଧ୍ୟ ବିକ୍ରି କରିବା ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ପୁଣିଥରେ ମଧ୍ୟସ୍ଥି ଜରିଆରେ ଚାଷୀଙ୍କ ଧାନ ଅଣ୍ଡରରେଟରେ…

କରୋନା: ରାଜଧାନୀରୁ ୪୮ ସଂକ୍ରମିତ…

ଭୁବନେଶ୍ୱର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨୨୭ରେ ପହଞ୍ଚିଛି। ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧ ଜଣ ରହିଥିବା ବେଳେ ୩୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୬୪ ଜଣ ଆରୋଗ୍ୟ ଲାଭ…

ସମ୍‌ରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସା ବିଭାଗ ଅଧିନରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ବିଭାଗରେ ତିନୋଟି ଏଣ୍ଡୋଟ୍ରେନର୍…

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟକୁ…

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କା ବଜେଟ ରଖାଯାଇଛି । ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଶ୍ରୀମନ୍ଦିରର ବ୍ୟୟ ବଢ଼ିଥିବା ବେଳେ ଆୟ ଅନେକ କମି ଯାଇଛି। ଆୟ ବୃଦ୍ଧି ପାଇଁ ଅନଲାଇନ…

୫୦୦ ଲିଟର ଡିଜେଲ ଜବତ କଲା ପୁଲିସ

ଅନୁଗୋଳ : ୫୦୦ ଲିଟର ଡିଜେଲ ସହ ଚୋରି ପାଇଁ ବ୍ୟବହୃତ ୩ଟି ବଲେରୋ ଜବତ କରିଛି ପୁଲିସ। ତାଳଚେର ଏମସିଏଲ୍ ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି କରୁଥିବାର ପୁଲିସ ସୂଚନା ପାଇଥିଲା। ପୁଲିସ ଏଥି ସହ ୬ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ସମସ୍ତ ଅଭିଯୁକ୍ତମାନେ ପରଜଙ୍ଗ ଥାନା ଅଞ୍ଚଳର। ସେମାନେ ହେଲେ ଅଦେଇତ…

ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଖଜୁରିଆକଟା : ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ହାଇୱା ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ପଞ୍ଚପଡ଼ା ଛକଠାରେ ଘଟଣାରେ ଘଟିଛି। ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର…