Odisha Link
Bridging the Missing Links in Odisha
Daily Archives

November 17, 2020

ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ପାଞ୍ଚ…

ଖୋର୍ଦ୍ଧା: ସ୍ଥାନୀୟ ଖୋର୍ଦ୍ଧା ଲ' କଲେଜରେ ପାଞ୍ଚବର୍ଷିଆ ବିଏଏଲ୍‌ଏଲ୍‌ବି (ଅନର୍ସ) ପାଠ୍ୟକ୍ରମ ୨୦୨୦-୨୫ର ଶିକ୍ଷାର୍ଥୀମାନଙ୍କୁ ସ୍ବାଗତ କରାଯାଇଛି। ଏ ଅବସରରେ ଆୟୋଜିତ ଇଣ୍ଡକ୍ସନ୍‌ ସମାରୋହରେ ଫକୀର ମୋହନ ବିଶ୍ବବିଦ୍ୟାଳୟରର ପ୍ରାକ୍ତନ କୁଳପିତି ଡ. କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ…

ରାଜ୍ୟରେ ୩ ଲକ୍ଷ ଟପିଲା କରୋନା…

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂଖ୍ୟା। ଆଜି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ଆଜି ଆଉ ୧୩୧୫ ସୁସ୍ଥ ସହିତ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପି ୩,୦୦,୪୭୪କୁ ବୃଦ୍ଧି ଘଟିଛି। ଆଗ ଧାଡ଼ିର କରେନା ଯୋଦ୍ଧା ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟକର୍ମୀଙ୍କ ଅକଥ ପ୍ରୟାସ ବଳରେ…

ପେଟ୍ରୋଲିୟମ ପ୍ରକଳ୍ପର ଅଗ୍ରଗତି ନେଇ…

ନୂଆଦିଲ୍ଲୀ: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନ ଠାରେ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଉଭୟ ନେତା ଛତିଶଗଡ଼ରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ କ୍ରିୟାନ୍ୱିତ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି…

ସମ ହସ୍ପିଟାଲରେ ଦ୍ୱିତୀୟ ଯକୃତ…

ଭୁବନେଶ୍ୱର : ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଗତ ମାର୍ଚ୍ଚ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ କରାଯାଇଥିବା ବେଳେ ଚଳିତ ମାସ…

ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ…

ଭଞ୍ଜନଗର: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ବରଣ କରିଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ତାରସିଂ ଥାନା ଅଧିନ ସଲପତଇଲା ଗ୍ରାମ ନିକଟରେ ଘଟିଛି। ଏକ କୋଇଲା ବୋଝୋଇ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକ ଜଣକ ହେଲେ ତାରସିଂ ଗ୍ରାମର ଅଶୋକ କୁମାର ଜାନୀ।…

ଗୋବିନ୍ଦା ଓ କୃଷ୍ଣାଙ୍କ ସମ୍ପର୍କରେ ଫାଟ

ମୁାମ୍ବାଇ: ବଲିଉଡର ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଭଣଜାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଯାଇଛି। କୃଷ୍ଣା ଅଭିଷେକଙ୍କୁ କମେଡି ଶୋ' 'କମେଡି ନାଇଟ୍ସ ଉଇଥ୍‌ କପିଲ'ରେ ନଜର ଆସିଥାନ୍ତି। କିନ୍ତୁ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। କାରଣ ସେହି ଏପିସୋଡରେ…

୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ…

ଭୁବନେଶ୍ୱର : ବିଜେପି କାର୍ଯ୍ୟାଳୟ ଏକ କୋଠା ନୁହେଁ ବରଂ ଏହା ଏକ ସଂସ୍କାର କେନ୍ଦ୍ର। ଏହି ଭବନ ମାଧ୍ୟମରେ ଆମେ ଦଳ ସହ ଯୋଡି ହୋଇ ରହିଥାଉ । ଦଳର ସଂସ୍କାର କାର୍ଯ୍ୟାଳୟରୁ ହିଁ ମିଳିଥାଏ। ବିଶ୍ୱର ସର୍ବବୃହତ ଦଳର ଏହି କାର୍ଯ୍ୟାଳୟଗୁଡିକ କାର୍ଯ୍ୟକର୍ତ୍ତାଙ୍କ ବିକାଶରେ ଭାଗିଦାର ହେବ। କେବଳ ସେତିକି…

ଚୋରା କାଠ ଜବତ

ଢେଙ୍କାନାଳ: ବନ ବିଭାଗ ଚୋରା କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାମାକ୍ଷାନଗର ପଶ୍ଚିମାଞ୍ଚଲ ରେଞ୍ଜର ବନ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଆଳୁତମା ଗ୍ରାମରେ ଗତକାଲି ଚଢ଼ାଉ କରିଥିଲା। ସେହି ଗ୍ରାମର ଗୌରାଙ୍ଗ ନାୟକ ଓ ରଞ୍ଜନ ନାୟକଙ୍କ ଠାରୁ ୨୦…

ପୁଲିସ ଓ ଗ୍ରାମବାସୀ ମୁହାଁ ମୁହିଁ

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଭେଡେନ୍‌ ଥାନାର ପୁଲିସ ଓ ଗ୍ରାମବାସୀ ମୁହାଁ ମୁହିଁ ହୋଇଛନ୍ତି। ଗ୍ରାମବାସୀ ପୁଲିସ ଉପରକୁ ଇଟା ଓ ପଥର ମାଡ଼ କରିଛନ୍ତି। ଏଥିରେ କିଛି ପୁଲିସ କର୍ମୀ ଗୁରୁତର ହୋଇଛନ୍ତି। ସେହିଭଳି ଉତ୍ତେଜିତ ଜନତା ସାମ୍ବାଦିକଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ…

ପାକିସ୍ତାନକୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ: ଆଜି ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଁ ନନେଇ ପାକିସ୍ତାନ ଉପରେ ଧୂମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦର କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି…