Odisha Link
Bridging the Missing Links in Odisha
Daily Archives

November 17, 2020

ଲେଖାଶ୍ରୀଙ୍କ ବିବାଦୀୟ ବୟାନକୁ ନେଇ…

ଭୁବନେଶ୍ବର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ବିରୋଧ। ଗତକାଲି ଲେଖାଶ୍ରୀ କହିଥିଲେ, ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ। ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିବାକୁ ପାଇଲେ।…

ନାଲକୋ କାରଖାନାରେ ଦୁର୍ଘଟଣା, ଠିକା…

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନାଲକୋ କାରଖାନା ପରିସରରେ ଅଘଟଣ। ୯୦ ଫୁଟ ଉପରେ ରହି କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ଛାତରୁ ଖସି ମୃତ୍ୟୁ ଘଟିଛି। ମୃତ ଠିକା କର୍ମଚାରୀଙ୍କ ନାମ ଅକ୍ଷୟ ଦେହୁରୀ (୪୨) ବୋଲି ଜଣାପଡ଼ିଛି। ତାଙ୍କ ଧର ତୁଳସୀପାଳ ଗାଁରେ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ…

ଭିଜିଲାନ୍ସ ଜାଲରେ ତହସିଲଦାର

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରା। ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଘରଡିହ ବିକ୍ରି କରିବା ବେଳେ…

ଅଣାୟତ୍ତ କରୋନା: ବିବାହ ଉତ୍ସବରେ ଏଣିକି…

ନୂଆଦିଲ୍ଲୀ: ଦେଶରେ ପୂର୍ବ ଅପେକ୍ଷା ଦିନକୁ ଦିନ କରୋାନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଦେଶର ରାଜଧାନୀ ନୂଆଦିଲ୍ଲୀରରେ ଏହି ମହାମାରୀର ପ୍ରକୋପ ଜାରି ରହିଛି। ମହାମାରୀର ତୃତୀୟ ଲହରୀ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ପୁଣିଥରେ ଆତଙ୍କିତ ହେବାର ଦେଖିବାକୁ ମିଳିଛି।…

ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ନିଯୁକ୍ତ…

ଚଣ୍ଡିଗଡ଼: ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍‌ ଭାବେ ନିଯୁକ୍ତ କରିଛନ୍ତି ପଞ୍ଜାବ ନିର୍ବାଚନ ଆୟୋଗ। ଏନେଇ ଜାରି ଏକ ଆଧିକାରିକ ବୟାନରେ ସୂଚନା ଦିଆଯାଇଛି। ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ…

ଲଭ୍‌ ଜିହାଦ: ଏଣିକି ୫ ବର୍ଷ ଜେଲ,…

ଭୋପାଳ: ମଧ୍ୟପ୍ରଦେଶ ସରକାର ଖୁବଶୀଘ୍ର ଲଭ୍‌ ଜିହାଦକୁ ନେଇ ଏକ ଆଇନ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ସରକାରର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ଲଭ ଜିହାଦ ବିପକ୍ଷରେ ଏକ ଆଇନ୍‌ ଅଣାଯିବ। ଏହି ଆଇନ୍‌ ବଳରେ ଲଭ ଜିହାଦକୁ ଏକ ଅପରାଧୀକ…

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନୂଆ…

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନୂଆ ଦାୟିତ୍ୱ। ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଞ୍ଚାଳନ ସମିତିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଆଗାମୀ ୩ ବର୍ଷ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଲୋକସଭା…

ଏ ମାସରେ ଆଇଏମ୍‌ଏସ୍ ଆଣ୍ଡ ସମ୍…

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଗତ ମାର୍ଚ୍ଚ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍ ଠାରେ କରାଯାଇଥିବା ବେଳେ ଚଳିତ ମାସ…

ସ୍ୱାଭିମାନ ଅଞ୍ଚଳକୁ ଅଗ୍ରଣୀ ଅଞ୍ଚଳ ଭାବେ…

ମାଲକାନଗିରି: ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଭିମାନ ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କଥା ହୋଇ କହିଛନ୍ତି ଯେ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଏବେ…

ସଇତାନ୍‌ ମାମୁଁ: ଦୁଷ୍କର୍ମ ପରେ ୫ ବର୍ଷର…

ଭୁବନେଶ୍ବର: ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀକୁ ଗିରଫ କରିଛି ପୁଲିସ। ହତ୍ୟାକାରୀ ଜଣକ ଯାଜପୁର ଜିଲ୍ଲାର କାଳିଆପାଣି ଗାଁର ଶଙ୍କର ଦେହୁରୀ। ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାପରେ ଧରା ପଡିଯିବା ଭୟରେ…