Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୧୦୧୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରାନା ସଂଖ୍ୟା। ଆଜି ୧୦୧୯ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସର୍ବାଧିକ ସୁନ୍ଦରଗଡ଼ରୁ ୧୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

କଟକ ୧୦୨, ଖୋର୍ଦ୍ଧା ୯୫, ଅନୁଗୋଳ ୭୫, କେନ୍ଦ୍ରାପଡ଼ା ୫୯, ମୟୂରଭଞ୍ଜ ୫୫, ଜଗତସିଂହପୁର ୫୦, କୋରାପୁଟ ୪୧, ନୁଆପଡ଼ା ୩୯, କେନ୍ଦୁଝର ୩୭, ବରଗଡ଼ରୁ ୩୦ ପୁରୀରୁ ୨୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବରରୁ ୨୮, ଢ଼େଙ୍କାନାଳ ୨୬, ନବରଙ୍ଗପୁର ୨୪, ବଲାଙ୍ଗୀର ୨୩, କଳାହାଣ୍ଡି ୨୨, ଯାଜପୁର ୨୧, ନୟାଗଡ଼ ୧୭, ଗଞ୍ଜାମ ୧୫, ଝାରସୁଗୁଡ଼ା ୧୨, ସମ୍ବଲପୁର ୧୨, ରାୟଗଡ଼ା ୧୦, ସୁବର୍ଣ୍ଣପୁର ୧୦, କନ୍ଧମାଳ୯, ଦେବଗଡ଼ ୫, ଭଦ୍ରକ ୪, ମାଲକାନଗିରି ୪, ବୈଦ୍ଧ ୩ ଓ ଗଜପତିରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Comments are closed.