Odisha Link
Bridging the Missing Links in Odisha
Daily Archives

November 19, 2020

କାଲିଠାରୁ ବିଧାନସଭା, ସରିଲା ପ୍ରମୁଖ ଦଳର…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। ଏହାର ଗୋଟିଏ ଦିନ ପୂର୍ବରୁ ୩ ଦଳର ରଣନୀତି ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ବିଧାୟକ ଦଳ ବୈଠକ ସନ୍ଧ୍ୟାରେ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ।…

କରୋନା: ରାଜ୍ୟରେ ୧୦୧୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରାନା ସଂଖ୍ୟା। ଆଜି ୧୦୧୯ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସର୍ବାଧିକ ସୁନ୍ଦରଗଡ଼ରୁ ୧୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। କଟକ ୧୦୨,…

ପିଓକେରେ ଭାରତର ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଆଜି ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତ ଏୟାର ଷ୍ଟ୍ରାଇକ୍ କରିଛି। ପିନ୍‌ ପଏଣ୍ଟ ଷ୍ଟ୍ରାଇକରେ ସୀମା ସେପାଖରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରିଛି ଭାରତୀୟ ସେନା। ପିଓକେରେ ପାକିସ୍ତାନ ସେନା ସମର୍ଥନରେ ଚାଲୁଥିବା ​‌ଭାରତ ବିରୋଧୀ ଆତଙ୍କବାଦ ବିରୋଧରେ ଏହା ବର୍ତ୍ତମାନ…

ଏଣିକି ହେଲମେଟ ନ ପିନ୍ଧିଲେ ଲାଇସେନ୍ସ…

ଭୁବନେଶ୍ବର: ଆପଣ ହେଲମେଟ ନ ପିନ୍ଧିକି ଗାଡ଼ି ଚଲାଉଛନ୍ତି କି? ଯଦି ହଁ ତାହେଲେ ହେଇ ଯାଆନ୍ତୁ ସାବଧାନ। କାରଣ ଏଣିକି ହେଲମେଟ ନ ପନ୍ଧିଲେ ଆପଣଙ୍କର ଲାଇସେନ୍ସ ବାତିଲ ହେବ। ଏହା ସହିତ ନିୟମକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର। ଏଣିକି ହେଲମେଟ ନ ପିନ୍ଧିଲେ ହଜାରେ ଟଙ୍କାର ଜରିମାନା ସହ ୩ ମାସ…

ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ ୩…

ଭୁବନେଶ୍ୱର: ଆଉ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ଜଡିତ ଥିବା ବିଭାଗ ଏବଂ ବ୍ୟକ୍ତିବିଶେଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିଲେ। ଏହି ୩ଟି ମେଡିକାଲ କଲେଜର…

ହାଫିଜ ସୟିଦକୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ: ମାଷ୍ଟର ମାଇଣ୍ଡ ତଥା ଟେରର ଫଣ୍ଡିଂ ମାମଲରେ ଲାହୋର ଜେଲ୍‌ରେ ଥିବା ହାଫିଜ୍‌ ସୟିଦ୍‌କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଆଣ୍ଟି ଟେରୋରିଜମ୍‌ କୋର୍ଟ ଜମାତ ଉଦ ଦାବାର ମୁଖ୍ୟ ସୟିଦ୍‌କୁ ସଜା ଶୁଣାଇଛନ୍ତି। ଏହା ପୂର୍ବରୁ ସଇଦର ସହଯୋଗୀ ତଥା ଜମାତ ଉଦ ଦାବାର…

ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନଗଦା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଗଦା ଜଳିଯାଇଛି। ବିଦ୍ୟୁତ ତାର ଛିଣ୍ଡି ଯିବାରୁ ନିଆଁ ଲାଗି ଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳ ଯାଏ ସବୁତକ ପୋଡ଼ି ପାଉଁଶ ହୋଇଯାଇଥିଲା। ସୂଚନା ଅନୁସାରେ,ଏହି ଗାଁର ଚାଷୀ ଜଗଦୀଶ…

ଶୀତ ଅଧିବେସନ: ବିଜେପି ବିଧାୟକ ଦଳ ବୈଠକ…

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ବେରୋଜଗାର, ମଣ୍ଡି ଅବ୍ୟବସ୍ଥା, କୋଭିଡ ପରିଚାଳନାରେ ବିଫଳ, ପିଏମ ଆବାସ ଘୋଟାଲା ଏବଂ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଯୌନ ସଂପର୍କ ରଖିବା ପାଇଁ ବାଧ୍ୟସକରାଯିବା, ସୀମାନ୍ତ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ବିଧାନସଭା…

ରାଜଧାନୀରେ କରୋନା: ୪୬ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ରାଜଧାନୀରୁ ଗତ ୨୪ ଘଣ୍ଟାରେ ୪୬ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରୁ ୨୭ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…

ଓଡ଼ିଶାରେ ଘର; ଆନ୍ଧ୍ରରେ ଡ଼ାକଘର

ଭୁବନେଶ୍ବର: ସ୍ବାଧିନତାର ୭୪ ବର୍ଷ ପରେ ଏବେ ବି ରାଜ୍ୟ ରାଜ୍ୟ ଭିତରେ ସ୍ବତନ୍ତ୍ର ପରିଚୟକୁ ନେଇ ଟଣାଓଟରା ଲାଗିରହିଛି। କେତେବେଳେ ଗୋଟିଏ ରାଜ୍ୟରେ ଗ୍ରାମ ଥାଇ ଆଉ ଗୋଟିଏ ରାଜ୍ୟରେ ପଞ୍ଚାୟତ ରହୁଛି ତ ପୁଣି ଗୋଟିଏ ରାଜ୍ୟରେ ଘର ଥାଇ ଆଉ ଗୋଟିଏ ରାଜ୍ୟରେ ଡ଼ାକଘର ରହୁଛି। ଏମିତି ଏକ ଘଟଣା ଦେଖିବାକୁ…