Odisha Link
Bridging the Missing Links in Odisha
Daily Archives

November 19, 2020

ବିନା ମାଟିରେ ଚାଷ କରୁଛନ୍ତି ଆଶିଷ,…

ଭୁବନେଶ୍ବର: ଜଗତସିଂହପୁରର ୨୯ ବର୍ଷୀୟ ଯୁବକ ଆଶିଷ ମହାନ୍ତି। ରାଜ୍ୟରେ ପ୍ରଥମଥର ପାଇଁ ବିନା ମାଟିରେ ଚାଷ କରି ସ୍ବତନ୍ତ୍ରତା ହାସଲ କରିଛନ୍ତି। ଏମିତି ଚାଷ କରି ‘ଲିଫ୍ ଭେଜିଟେବୁଲ୍’ ଉତ୍ପାଦନ ଆରମ୍ଭ କରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ପ୍ରେରଣା…

୩ ବର୍ଷରେ ୧ ହଜାର ଏଲ୍‌ଏନ୍‌ଜି ଇନ୍ଧନ…

ନୂଆଦିଲ୍ଲୀ: ଦେଶରେ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି ତଥା ଉପଲବ୍ଧିକୁ ବଢ଼ାଇବା ପାଇଁ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୃତିବଦ୍ଧ । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କୋରିଡର ଏବଂ ଖଣି ଅଞ୍ଚଳ ମାନଙ୍କରେ ୧ ହଜାର ଏଲ୍‌ଏନ୍‌ଜି ଇନ୍ଧନ ଷ୍ଟେସନ…

ଗାଇଡଲାଇନ୍ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ:…

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ…

ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ମାସ୍କ ନ ପିନ୍ଧିଲେ ୫୦୦ ପରିବର୍ତ୍ତେ ୨,୦୦୦ଟଙ୍କାର ଦବାକୁ ପଡ଼ିବ ଜରିମାନା। କରୋନା ସ୍ଥିତିକୁ ଦେଖି ଆଜି ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, ମୁଁ ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ଦଳ ଏବଂ ସଂଗଠନକୁ…

ପ୍ରେମ ନିବେଦନ ପଡ଼ିଲା ମହଙ୍ଗା, ସରପଞ୍ଚ…

କଳାହାଣ୍ଡି: ଜଣେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ କହିଥିବା କଥା ପଡ଼ିଲା ମହଙ୍ଗା। ମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ସରପଞ୍ଚ ରମେଶ ସାହୁଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଯୁବତୀଙ୍କ ଏତଲା ପାଇବା ପରେ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ଘଟଣାର ତଦନ୍ତ କରି  ସାହୁଙ୍କୁ ଗିରଫ କରିଛନ୍ତି।…

କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଉପହାର। ଦେଶରେ କୋଭିଡ୍ ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ ରେ ୫ ଟି ସିଟ୍ ସଂରକ୍ଷିତ ରଖାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ରିଲିଜ୍ ହେବ ପ୍ରଭାସଙ୍କ ହାଇ ବଜେଟ୍…

ମୁମ୍ବାଇ: ଖୁବ ଶୀଘ୍ର ପ୍ରଭାସଙ୍କ ସିନେମା ରିଲଜ ହେବାକୁ ଯାଉଛି। ଏହା ପ୍ରଭାସ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି। ସେ ଲେଖିଛନ୍ତି,ତାଙ୍କ ଆଗାମୀ ସିନେମା 'ଆଦିପୁରୁଷ' ୨୦୨୨ ମସିହା ଅଗଷ୍ଟ ୧୧ରେ ବଡ଼ପରଦାରେ ରିଲିଜ୍ ହେବ। ସିନେମା 'ଆଦିପୁରୁଷ' ଏକ ମେଗା ବଜେଟ୍ ହେବ। ପ୍ରଭାସଙ୍କ…

ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ…

ନୂଆଦିଲ୍ଲୀ: ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିବିଆଇ ତଦନ୍ତ ପାଇଁ ଯେଉଁ ରାଜ୍ୟକୁ ଯିବାକୁ ଚାହିଁବେ ସେନେଇ ପ୍ରଥମେ…

ଏକାଠି ନଜର ଆସୁଛନ୍ତି କିଆରା ଓ ବରୁନ୍

ମୁମ୍ବାଇ : ଏକାଠି ନଜର ଆସୁଛନ୍ତି କିଆରା ଆଡ୍‌ଭାନୀ ଓ ବରୁନ୍ ଧାୱନ।  ଖୁବ ଶୀଘ୍ର ଉଭୟଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ସିନେମା 'ଜୁଗ୍‌ ଜୁଗ୍‌ ଜିୟୋ'ର ପ୍ରଥମ ଲୁକ୍ କୁ କିଆରା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ କିଛି ଫଟୋ ସେୟାର କରିବା ସହ କିଆରା ଶିରୋନାମାରେ ଲେଖିଛନ୍ତି '#…

ଉଦିତନଗର ଖେଳ ପଡିଆରେ ନିଆଁ

ରାଉରକେଲା: ଉଦିତନଗର ଖେଳ ପଡିଆରେ ନିଆଁ। ପିଲାଙ୍କ ଖେଳ ପାଇଁ ଉଦ୍ଧିଷ୍ଟ ଖେଳ ପଡିଆରେ ଏଲ୍ ଆଣ୍ଡଟି କମ୍ପାନୀ ପକ୍ଷରୁ ପାଇପ୍ ରଖାଯାଇଥିଲା ସେଥିରେ ନିଆଁ ଲାଗିଯାଇଛି। ଆଜି ଦିନ ୧୨ଟା ୨୫ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଓ ଆରଏସପିର ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି…