Odisha Link
Bridging the Missing Links in Odisha
Daily Archives

November 20, 2020

ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଏକ ଇଟା ଭାଟି ତଳୁ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ କେହି ମାରି ଇଟା ଭାଟି ତଳେ ପକେଇ ଦେଇଥିବା ଅଭିଯୋଗ କରାଯାଛି ଏହି ହତ୍ୟାକାଣ୍ଡଟି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚନ୍ଦ୍ରଶେଖରପୁର ବସା ସାହିରେ ଘଟିଛି। ମୃତା ମହିଳାଜଣକ ହେଲେ ସେହି ଗ୍ରାମର ପ୍ରମିଳା ମୁଣ୍ଡା।…

ବିଧାନସଭା: ପୁଣି ଗୃହ ୩୦ ମିନିଟ ମୁଲତବୀ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭାରେ ଅପରାହ୍ନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ସଭ୍ୟମାନେ ପାଟିତୁଣ୍ଡ କରିଛନ୍ତି। ଦିନକରେ ଦୁଇଟି ହାଜତ ମୃତୁ୍ୟ ଅଭିଯୋଗକୁ…

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର:…

ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏହି ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ନିଷ୍ପତ୍ତି ଏକ ଭୟଙ୍କର ନିଷ୍ପତ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୃଥ୍ୱୀରାଜ କହିଛନ୍ତି ଯେ, ୯ ହଜାର ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତି…

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍…

ମୂମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି। ଆର୍‌ଆର୍‌ଭିଏଲ୍…

ଖୁବ ଶୀଘ୍ର ସମାଧାନ ହେବ ସୀମା ବିବାଦ:…

ଭୁବନେଶ୍ୱର: ସୀମା ବିବାଦ ନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଖୁବ ଶୀଘ୍ର ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ସମାଧାନ ହେବ। ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି। ଉଭୟ ରାଜ୍ୟର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି। ଉଭୟ ରାଜ୍ୟର ସ୍ଥାନୀୟ ଲୋକମାନଙ୍କ ସହ ବସି…

କରୋନା ଟିକା ପାଇଁ ଡାଟାବେଶ ପ୍ରସ୍ତୁତ:…

ଭୁବନେଶ୍ବର: କରୋନା ଟିକା ପାଇଁ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। କରୋନା ଟିକା ପାଇଁ ଡାଟାବେଶ ପ୍ରସ୍ତୁତ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏଥିସହ ସ୍ୱସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ସ୍ୱାସ୍ଥ୍ୟ ଭିତ୍ତିଭୂମି…

ତହସିଲ ଅଫିସରେ ନିଆଁ ଲଗାଇଲା ଦୁର୍ବୃତ୍ତ

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ। ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିବା ଜଣାପଡିଛି। ହଠାତ ନିଆଁ ଲାଗିବାରୁ ତହସିଲ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି। ତେବେ କିଏ ଓ କେଉଁ କାରଣ ପାଇଁ ଏପରି ନିଆଁ ଲଗାଇଛି ସେ ନେଇ କିଛି ଜଣାପଡ଼ିନାହିଁ। ଏହି ଘଟଣାରେ ପୁଲିସ…

ସ୍ତ୍ରୀକୁ କୁରାଢ଼ିରେ ଛେଚି ହତ୍ୟାକଲା…

ମୟୂରଭଞ୍ଜ: ସ୍ତ୍ରୀକୁ କୁରାଢ଼ିରେ ଛେଚି ନିର୍ମମ ଭାବେ ହତ୍ୟାକଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗ୍ରାମରେ ଘଟିଛି। ଏହିମାମଲାରେ ହତ୍ୟାକାରୀ ସ୍ୱାମୀ (୫୨) ଶିବପ୍ରସାଦ ମହାନ୍ତକୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି। ୧୭୯/୨୦ରେ ମାମଲା ରୁଜୁ କରାଯାଇ…

ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ

ଭୁବନେଶ୍ବର: ନିଲମ୍ବିତ ହେଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାପାଳ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି। ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଥିଲେ ସିଡିପିଓ। ଏକ ଏସଏଚଜି ଗ୍ରୁପଠାରୁ ୧ଲକ୍ଷ…

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଜଗତସିଂହପୁର: ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ। ଜଗତସିଂହପୁର ଜିଲ୍ଲା ସଦର ଥାନା ତରତଙ୍ଗ ଗାଁରେ ଅବକାରୀ ବିଭାଗ ଚଢ଼ଉ କରି ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ଜଣକୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣଙ୍କ ତୋଟାପଡ଼ା ଗାଁର ପ୍ରଭାତ ରଂଜନ ମହାପାତ୍ର ବୋଲି…