Odisha Link
Bridging the Missing Links in Odisha
Daily Archives

December 4, 2020

ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍…

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ସଂକ୍ରମଣର ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୬ହଜାର ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୪୦ ଜଣ ଜୀବନ ହାରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଁଚିଛି। ଏହା ସହ ୪୨ ହଜାର ୯୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ସ୍ୱାମୀର ମରଣାନ୍ତ ଆକ୍ରମଣରେ ସ୍ତ୍ରୀର…

ସୁନ୍ଦରଗଡ: ଘରୋଇ କଳିକୁ ଆଧାର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଘଟିଛି। ମୃତ ମହିଳା ହେଲେ ସମ୍ବାରି ନାୟକ। ସୂଚନା ଅନୁସାରେ,ଗତ କାଲି ବିଳମ୍ବିତ ରାତିରେ ଘରୋଇ କଳିକୁ ନେଇ ଏହି ହତ୍ୟା…

ଭାରତରେ ହୋଇପାରେ କରୋନା ଟିକାକରଣ:…

ନୂଆଦିଲ୍ଲୀ: ଚଳିତ ମାସରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ ୩ଟି କରୋନା ଟିକାର ଚୂଡାନ୍ତ ପରୀକ୍ଷା ଚାଲୁରହିଛି। ତେଣୁ ଚଳିତ ଡିସେମ୍ବର କିମ୍ବା ଜାନୁଆରୀ ପ୍ରଥମାର୍ଦ୍ଧରେ ଭାରତରେ କରୋନା…

ଆଜି ତାମିଲନାଡୁ ଅତିକ୍ରମ କରିବ…

କୋଚି: ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ‘ବୁରେଭି’। ଘୂର୍ଣ୍ଣିବାତ୍ୟା ଗଭୀର ଅବପାତରେ ପରିଣତ ହୋଇଛି। ଏହା ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ଝୁଙ୍କ ସହ ଘଣ୍ଟା ପ୍ରତି ୫୫ରୁ ୬୫…

ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷ ମ୍ୟାଲେସିଆ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଥିବା “ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ”ରେ ସାମିଲ ହୋଇ ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ସହିତ ଉଭୟ…