Odisha Link
Bridging the Missing Links in Odisha
Daily Archives

December 4, 2020

ଆତ୍ମହତ୍ୟା କଲେ ‘ତାରକ ମେହତା କା ଉଲଟା…

ମୁମ୍ବାଇ: ଟେଲିଭିଜନ ଜଗତରେ ଦୁଃଖର ଲହରି ଖେଳି ଯାଇଛି। ଲୋକପ୍ରିୟ ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା ଆତ୍ମହତ୍ୟା କରିଛନ୍ତି। ସେ ବହୁତ ଦିନ ହେବ ଏହି ଧାରାବାହିରେ କାମ କରୁଥିଲେ। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍…

କରୋନା କାଳଚକ୍ରରେ ‘ଯୁଗ ଯୁଗ ଜିୟୋ’ର…

ନୂଆଦିଲ୍ଲୀ : ସିନେମା ‘ଯୁଗ ଯୁଗ ଜିୟୋ’ର ସୁଟିଂ ବନ୍ଦ କରାଯିବାର ସୂଚନା ମିଳିଛି। ଏହି ସିନେମାରେ ବରୁଣ ଧଓ୍ବନ,କିୟାରା ଆଡଭାନି, ନୀତୁ କପୁର,,ଅନିଲ କପୁର ନଜର ଆସୁଛନ୍ତି। ସିନେମା ସୁଟିଂ ପାଇଁ ପୁରା ଟିମ୍ ଚଣ୍ଡିଗଢ଼ ବାହାରିଥିଲେ। ତେବେ ବରୁଣ ଧଓ୍ବନ,କିୟାରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା…

ଚାକିରି ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା

ଢ଼େଙ୍କାନାଳ:ଢ଼େଙ୍କା ନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଯୋଜନା କାର୍ଯ୍ୟାଳୟର ଠିକା ପିଅନ । ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ସୂଚନା ଅନସାରେ,ସୂର୍ଯ୍ୟକାନ୍ତ ୨୦୦୬-୦୭ ମସିହାରୁ ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଭାବରେ କାମ…

ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଜି କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରକାରଙ୍କ ଦ୍ବାରା ଭବିଷ୍ୟତରେ କରୋନା ଟିକା ବିତରଣ ଯୋଜନା ଉପରେ ବି ଆଲୋଚନା ହୋଇପାରେ। ଏହି ବୈଠକରେ ବିଜେଡି ଏମପି ଚନ୍ଦ୍ରଶେଖର ସାହୁ,…

ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୬୦କୁ ବୃଦ୍ଧି ପାଇଛି । https://twitter.com/HFWOdisha/status/1334747986908176384 ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇ। ୫…

ରାଜ୍ୟରେ କରୋନା: ୫୦୦ ତଳକୁ ଖସିଲା…

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୧୫ ଓ ଲୋକାଲ୍‌ କେସ୍‌ ୧୬୨ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ…

ଚର୍ଚ୍ଚାରେ ପୁଣି କଙ୍ଗନାଙ୍କ ଟ୍ବିଟ୍,…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ମୁହାଁମୁହିଁ ଏଥର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହ ହୋଇଛି।କଙ୍ଗନା ନିଜ ଟ୍ବିଟ୍ ରେ କିଛି ଏପରି ପୋଷ୍ଟ ସେଆର କରିଥିଲେ ଯାହା ପଞ୍ଜାବ ଇଣ୍ଡଷ୍ଟ୍ରିର ଷ୍ଟାରଙ୍କୁ ପସନ୍ଦ ଆସିନଥିଲା। ପଞ୍ଜାବୀ…

ହାତୀ ଆକ୍ରମଣରେ ଚାଷୀ ମୃତ

ଚୌଦ୍ବାର: ହାତୀ ଆକ୍ରମଣରେ ଜଣେ ଚାଷି ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଚୌଦ୍ବାର ନିକଟସ୍ଥ ଯାଜଭୈରବ ନୂଆଗାଁଠାରେ ଘଟିଛି। ମୃତକ ହେଲେ ଚୌଦ୍ବାର ପୌରପାଳିକାର ୧୨ ନଂ ୱାର୍ଡ଼ର ବୁଢ଼ାଲିଙ୍ଗ ଗ୍ରାମର ରତ୍ନାକର ବେ‌ହେରା। ଘଟଣାସ୍ଥଳରେ ବନ ବିଭାଗର ରେଞ୍ଜର, ପୂର୍ବତନ ବିଧାୟକ ପ୍ରଭାତ…

ବିଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ…

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ବଜ୍ରଗୁମା ଗାଁରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତକ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ହତ୍ୟା ପରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ…

୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ

ଭୁବନେଶ୍ବର: ବେଆଇନ ଚନ୍ଦନ କାଠ ଚୋରା ଚାଲଣ ସମୟରେ ଜବତ କାଠ କଲା ପୁଲିସ। କଟକ ଟାଙ୍ଗି ଡାଳଯୋଡି ଜଙ୍ଗଲରୁ ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। STF ୩ ଜଣଙ୍କୁ ଗିରଫ କରିଛି। ଗିରଫ…