Odisha Link
Bridging the Missing Links in Odisha
Daily Archives

December 11, 2020

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ…

ସାଧାରଣତନ୍ତ୍ର ଦିବସରେ ଶୋଭା ବଢ଼ାଇବ…

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇବ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼। ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ବଢ଼ାଇବ ରାଜପଥର ଶୋଭା। ଉତ୍ତର ପ୍ରଦେଶର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ସାମିଲ ନେଇ ବୋଲି ସୂଚନା ମିଳିଛି। ରାମ…

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା…

ଚାନ୍ଦବାଲି: ଚତୁର୍ଥୀଭାର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବୋଲେରୋ । ଏହି ଦୁର୍ଘଟଣାଟି ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ ଘଟିଛି।ଗାଡ଼ିରେ ସର୍ବମୋଟ ୯ଜଣ ସଦସ୍ୟ ଥିଲେ। ସୂଚନାଅନୁସାରେ, ବୋଲେରୋ ଗାଡିଟି ବାହାଘରର ଚତୁର୍ଥୀଭାର ନେଇ ଯଶିପୁରରୁ ପିରାହାଟ…

ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦…

ପାରାଦୀପ: ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦ ଟଙ୍କା ଲୁଟ୍ କରିନେଲେ ୪ ଜଣ ଦୁର୍ବୃତ୍ତ। ଏହି ଘଟଣାଟି ପାରାଦୀପ ନେହେରୁ ବଙ୍ଗଳା ରାସ୍ତାର ଇନ୍ଦିରା ପାର୍କ ନିକଟରେ ଘଟିଛି। ସୂଚନାଯୋଗ୍ୟ ଯେ, ପାରାଦୀପ ନେହେରୁ ବଙ୍ଗଳା ରେ ଥିବା ଲାଇସେନ୍ସପ୍ରାପ୍ତ ଏକ ଦେଶୀ ମଦ ଦୋକାନୀର କର୍ମଚାରୀ ସାଇମନ୍ ମାଝି…

ଟ୍ରାକ୍ଟର ଇଞ୍ଜିନରୁ ନିଆଁ ଲାଗି…

କଲମପୁର: ଏକ ଧାନ ଖଳା ରେ ଏକ ଟ୍ରାକ୍ଟର ସଂଲଗ୍ନ ପେଡି ଥ୍ରେସର ସାହାଯ୍ୟ ରେ ଧାନ ଥ୍ରେସର କରୁଥିବା ବେଳେ ହଠାତ୍ ଟ୍ରାକ୍ଟର ଇଞ୍ଜିନ ରୁ ନିଆଁ ଲାଗି ଯାଇଥିଲା । ଘଟଣାଟି କଳାହାଣ୍ଡି ଜିଲାର କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଖମନପଡାରେ ଘଟିଛି। ଘଟଣା ସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ…

ଭିଜିଲାନ୍ସକୁ ଗଲା ପ୍ରଦୀପ ମାମଲା

ଭୁବନେଶ୍ବର: ଭିଜିଲାନ୍ସକୁ ଗଲା ପ୍ରଦୀପଙ୍କ ମାମଲା। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ। ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବ୍ୟାଟେରୀ ଫାଟି ନାବାଳକ ଗୁରୁତର

ନୀଳଗିରି : ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳରେ ଘଟିଛି। ଆହାତ ଜଣକ ହେଲେ ଟୁନା ସିଂଙ୍କ ପୁଅ ଚନ୍ଦ୍ରକାନ୍ତ। ସେ ଏକ ମୋବାଇଲ ବ୍ୟାଟେରୀକୁ ଧରି ଖେଳୁଥିବା ସମୟରେ ହଠାତ୍ ଏହା ଫାଟିଯିବାରୁ ସେ ଗୁରୁତର ହୋଇଛନ୍ତି।…

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ…

କୃଷି ଆନ୍ଦୋଳନରେ ଦେଶ ବିରୋଧୀଙ୍କ ହାତ…

ନୂଆଦିଲ୍ଲୀ: କୃଷି ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି, ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ବୋଲି କହିଛନ୍ତି…

ମୁଖ୍ୟମନ୍ତ୍ରୀ ମଣ୍ଡିକୁ ଯାଇ ବାସ୍ତବ…

ଭୂବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାର ଚାଷୀମାନଙ୍କର ଆର୍ଥିକ ସଶକ୍ତୀକରଣ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ଛଡ଼ା ଅନ୍ୟ କୈାଣସି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଅନ୍ୟ ପଟେ ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ମୁଣ୍ଡରୁ ନିଜ ଦାୟୀତ୍ୱ ହଟାଇ କେବଳ ଦାୟୀତ୍ୱହୀନ…