Odisha Link
Bridging the Missing Links in Odisha
Daily Archives

December 11, 2020

ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କଲେ ରୋହିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ଶୁକ୍ରବାର ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିଛନ୍ତି। ସେ କିଛିଦିନ ହେବ ବାଙ୍ଗୋଲରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ। ଏହି ୩୩ ବର୍ଷୀୟ ଷ୍ଟାର ଖେଳାଳି ୨୦୨୦ ଆଇପିଏଲ ସମୟରେ ଆହତ ହୋଇଥିଲେ।…

ଅସୁରକ୍ଷିତ ବିଧାୟକ, ଗୋଟିଏ ଦିନରେ ତିନି…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସିନ୍ଧି ଚୋରଙ୍କ ଉତ୍ପାତ୍‌ ବଢ଼ିବାରେ ଲାଗିଛି। ଏହି ଚୋରଙ୍କ ଉତ୍ପାତରୁ ବାଦ ପଡ଼ି ନାହାନ୍ତି ନେତା ମନ୍ତ୍ରୀ। ଚୋରଙ୍କ ସ୍କାନରରେ ଏବେ ନେତା ମନ୍ତ୍ରୀଙ୍କ ଘର। ଗତକାଲି ଜଣେ ବିଧାୟକଙ୍କ ଘରୁ ଆସବାବପତ୍ର ଚୋରି ହୋଇଥିବା ଖବର ଆସିଛି। ବିଧାୟକଙ୍କ ଘରୁ ଥରୁଟିଏ ନୁହେଁ ଗୋଟିଏ…

ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଓ ଡିଜିପିଙ୍କୁ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଓ ଡିଜିପିଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଜାରିକ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକୁ ଟେକାମାଡ଼ ଘଟଣାରେ ଉଭୟଙ୍କୁ ସମନ କରାଯାଇଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ଏଭଳି ନୋଟିସ…

କରୋନା: ରାଜ୍ୟରେ ୪ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୩୮୭…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଇଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩୦୨୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

କୋର୍ଟରେ ପାଠକ ବାପ-ପୁଅ: ଆକାଶ…

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଆଜି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଭିଜିଲାନ୍ସ ମାମଲାରେ ସେମାନଙ୍କୁ ଭୁବନେଶ୍ୱରର ଝାରପଡ଼ାରେ ଜେଲରେ ରଖାଯାଇଥିଲା। ୧୪ ଦିନ ପାଇଁ ଦୁହେଁ ବିଚାର ବିଭାଗୀୟ ହାଜତକୁ…

ପରୀ ହତ୍ୟା ମାମଲା: SITର ସନ୍ଦେହ ଘେରରେ…

ନୟାଗଡ଼: ରାଜ୍ୟରେ ବର୍ତ୍ତମାନ ନୟାଗଡ଼ର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡକୁ ନେଇ ଲାଗି ରହିଛି ଚର୍ଚ୍ଚା। ପରୀ ହତ୍ୟା ମାମଲାକୁ ନେଇ ବହୁ ରାଜନୈତିକ ବୟାନବାଜି ମଧ୍ୟ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତନାଘନା ଚଳାଇଛନ୍ତି। ଏକ ମୋବାଇଲ…

ଭୁବନେଶ୍ବର କଳିଙ୍ଗବିହାରରେ ଗୁଳିକାଣ୍ଡ

ଭୁବନେଶ୍ବର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଗୁଳିମାଡ଼। ଜଣେ ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିକଲେ ଦୁର୍ବୃତ୍ତ। ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ୪ ରାଉଣ୍ଡ ଫାୟାରିଂ କଲେ। କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଘଟିଛି ଘଟଣା। ଜାମିନରେ…

କୋର୍ଟରେ ହାଜର ହେଲେ ପାଠକ ବାପ ଓ ପୁଅ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଆଜି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଭିଜିଲାନ୍ସ ମାମଲାରେ ସେମାନଙ୍କୁ ଭୁବନେଶ୍ୱରର ଝାରପଡ଼ାରେ ଜେଲରେ ରଖାଯାଇଥିଲା। ୧୪ ଦିନ ପାଇଁ ଦୁହେଁ ବିଚାର ବିଭାଗୀୟ ହାଜତକୁ…

ଅଡ଼ୁଆରେ ମାର୍କ ଜୁକରବର୍ଗ, ବିପଦରେ…

ନୂଆଦିଲ୍ଲୀ: ବିପଦରେ ଫେସ୍‌ବୁକ୍‌ ସାମ୍ରାଜ୍ୟ। ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ ଫେସବୁକ୍ ସାମ୍ରାଜ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଆମେରିକାର ୪୮ଟି ରାଜ୍ୟ ଫେସ୍‌ବୁକ୍‌ ନାମରେ ମିଳିତ ମକଦ୍ଦମା ରୁଜୁ କରିଛନ୍ତି। କେବଳେ ସେତିକି ନୁହେଁ ଫେଡେରାଲ୍ ଟ୍ରେଡ୍ କମିସନ ମଧ୍ୟ ଫେସବୁକ୍‌କୁ ବିରୋଧ କରି…