Odisha Link
Bridging the Missing Links in Odisha

ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୨ ମାଓବାଦୀ

ଭୁବନେଶ୍ବର: ସ୍ବାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ୨ ମାଓବାଦୀ ମୃତ ହୋଇଥିବା ସୂଚନା ମିଳିଛି। ପରେ ସେଠାରେ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛିି।

ମାଓ କ୍ୟାମ୍ପ୍‌ ଚାଳିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହା ସହିତ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Comments are closed.