ପୋଲରୁ ତଳକୁ ଖସିଲା ବାଇକ୍ ଚାଳକ ମୃତ

ତେଲକୋଇ: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗାଁ ଘୁରୁଡିଆ ରେ ଘଟିଛି। ମୃତକ ହେଲେ କ୍ଷେତ୍ରାମୁଣ୍ଡା ସାହିର ଶ୍ୟାମ ମୁଣ୍ଡା।
ବାଇକଟି ନାଳ ତଳକୁ ଖସି ଯାଇ ଏହି ଦୁର୍ଘଟଣାଟି ହୋଇଥିଲା। ନାଳ ପୋଲରୁ ତଳକୁ ଖସିଲା ବାଇକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed.