Odisha Link
Bridging the Missing Links in Odisha

ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ: କଟକ ମର୍କତନଗର ନାବାଳିକା ଦୁଷ୍କର୍କ ମାମଲାର ଆଜି ଶୁଣାଣି ହୋଇଛି। ଦୋଷୀ ରାମ ମୁଣ୍ଡାକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଦଣ୍ଡାଦେଶ ଘୋଷଣା କରିଛନ୍ତି କଟକ ପକ୍ସୋ କୋର୍ଟ। ୨୦୧୫ ମସିହା ମାର୍ଚ୍ଚ ୧୯ରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା।

Comments are closed.