Odisha Link
Bridging the Missing Links in Odisha
Daily Archives

December 20, 2020

କରୋନା: ରାଜ୍ୟରେ ସୁସ୍ଥ ହେଲେ ୩୩୮…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୩୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬ଟି ଜିଲ୍ଲାରୁ ୩୩୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୧, ୬୪୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି…

ମନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ବୀରେନି ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ କମ୍ବିଂ ଅପରେସନ୍‌ ବେଳେ ମାଓବାଦୀମାନେ ଗୁଳିର ସମ୍ମୁଖୀନ ହୋଇ ନପାରି ଛତ୍ରଭଙ୍ଗ ଦେଇଛନ୍ତି। ଯବାନ୍‌ମାନେ ଘଟଣାସ୍ଥଳରୁ ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ ରେଡିଓ ସମେତ ଔଷଧ ଓ ଖାଦ୍ୟ ଜବତ କରିଛନ୍ତି। କନ୍ଧମାଳ ଏସ୍‌ପି…

ବିଜେଡ଼ିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ…

ଭୁବନେଶ୍ଵର: ଶେଷ ହେଲା ବିଜେଡ଼ିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ସଂଙ୍ଗଠନକୁ ମଜଭୁତ କରିବା ସହିତ କିଭଳି ଲୋକଙ୍କ ସହ ଯୋଡ଼ି ହୋଇ ରହିବ ବିଜେଡ଼ି ଓ ରାଜ୍ୟର ହକ ଓ ସ୍ବାର୍ଥ ପାଇଁ କିଭଳି ଲଢ଼େଇ ଜାରି ରଖିବ ସେ ନେଇ ରଣନୀତି ସ୍ଥିର କରିଛି। କେନ୍ଦୀୟ ଅବହେଳା, ସ୍ବତନ୍ତ୍ର ରାଜ୍ୟ ପାହ୍ୟ, କୃଷକଙ୍କ…

୭୩ ଟଙ୍କାରେ ବିକ୍ରି କଲେ ନିଜ କମ୍ପାନୀ

ଦୁବାଇ: ୭୩ ଟଙ୍କାରେ ବିକ୍ରି କଲେ ନିଜ କମ୍ପାନୀ। ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି। ବି.ଆର. ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ…

ଜାଲ୍ ଦସ୍ତଖତ କରି ଲୁଟି ନେଲେ ୧୮ କୋଟି

ଭୁବନେଶ୍ୱର: ଜାଲ ଦସ୍ତଖତ କରି ଲୁଟି ନେଲେ ୧୮ କୋଟି। ୧୮ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ। ନୂଆପଲ୍ଲୀ ଥାନା ପୁଲିସ ଏହି ମାମଲାର ଅଧିକ ତଦନ୍ତ ପାଇଁ ରିମାଣ୍ଡ…

ଏହି ଦେଶରେ ଡ଼ିସେମ୍ବର ୩୦ ଯାଏଁ ଲକଡାଉନ୍‌…

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଥମିବାରେ ନାଁ ନେଉ ନାହିଁ। ଇତିମଧ୍ୟରେ ଏକ ନୂଆ ପ୍ରକାରର କରୋନା ଭୁତାଣୁକୁ ନେଇ ବ୍ରିଟେନରେ ଆଶଙ୍କା ବଢିଛି। ଲଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁଛି। ଏହା ବର୍ତ୍ତମାନ…

ସ୍କାଏ କିଙ୍ଗ ଠକେଇ ମାମଲା: ଆକାଶ…

ଭୁବନେଶ୍ବର: ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି କମିନରେଟ ପୁଲିସ ଆଜି ରିମାଣ୍ଡର ଶେଷ ଦିନ। ରିମାଣ୍ଡ ସରିବା ପରେ ଆସନ୍ତାକାଲି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ…

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ…

ଭୁବନେଶ୍ୱର: ବର୍ଷା ଓ ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ କରିଛି। ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୁଲିସ। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଏତଲା କରିଥିଲେ। ଅନୁଭବଙ୍କ ୨…

ଆରମ୍ଭ ହେଲା ବିଜେଡ଼ି କାର୍ଯ୍ୟକାରିଣୀ…

ଭୁବନେଶ୍ୱର: ଆଜି ବିଜେଡ଼ି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କାର୍ଯ୍ୟ କାରିଣୀ ବୈଠକ। ଭାର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ୮୦ ଜଣ କାର୍ଯ୍ୟ କାରିଣୀ ସଦସ୍ୟ ଉପସ୍ଥିତ ରହିଛନ୍ତି। ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାସହ ଅନେକ…

ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି…