Odisha Link
Bridging the Missing Links in Odisha
Monthly Archives

December 2020

ଦେଶରେ ଗଡ଼ିଲା ପ୍ରଥମ ଚାଳକ ବିହୀନ ଟ୍ରେନ୍

ନୂଆଦିଲ୍ଲୀ: ଦୀର୍ଘଦିନ ପ୍ରତିକ୍ଷାର ଘଟିଲା ଅନ୍ତ। ଦେଶରେ ଗଡ଼ିଲା ପ୍ରଥମ ମାନବ ବିହୀନ ପୂର୍ଣ୍ଣ ସ୍ବଂୟଚାଳିତ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି।ଦେଶର ପ୍ରଥମ ଡ୍ରାଇଭରଲେସ୍‌ ଟ୍ରେନ୍‌ ଦିଲ୍ଲୀ ମେଟ୍ରୋ ମଜେଣ୍ଟା ଲାଇନ୍‌ ଓ ପିଙ୍କ…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ଭିଜିଲାନ୍ସ ଜାଲରେ ପିଇଓ। ବରଗଡ ଜିଲ୍ଲା ପଦ୍ମପୁର ତାଲପାଲି ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଗାଇସିଲେଟ୍ ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ…

୯ ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ…

ଭଦ୍ରକ: କରୋନା ସଂକ୍ରମଣ କାରଣରୁ ୯ ମାସ ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲୁଛି। ଦୀର୍ଘ ୯ ମାସ ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର।ପ୍ରଥମ ୨ଦିନ ସେବାୟତ ପରିବାର ବାବାଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପୂର୍ବରୁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ…

୯୫% ସୁରକ୍ଷା ଦେବ ଅକ୍ସଫୋର୍ଡ ଟିକା:…

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟିଶ୍‌ ଫାର୍ମାସ୍ୟୁଟିକାଲ କମ୍ପାନି ଏଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କରୋନା ଟିକା ଭାଇରସରୁ ୯୫ ପ୍ରତିଶତ ସୁରକ୍ଷା ଦେବ। ଏଭଳି ଦାବି କରିଛନ୍ତି ଆଷ୍ଟ୍ରାଜେନେକା ସିଇଓ ପାସ୍କଲ ସୋରିଏଟ୍‌। ବ୍ରିଟିଶ୍‌ ଖବରକାଗଜ ‘ସଣ୍ଡେ ଟାଇମ୍‌ସ’କୁ ଏକ…

୨୦୨୧ ପାଇଁ ଛୁଟି ତାଲିକା ଜାରି କଲା…

ମୁମ୍ବାଇ: ୨୦୨୧ ପାଇଁ ଛୁଟି ତାଲିକା ଜାରି କଲା ଆରବିଆଇ। ତେବେ ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି। ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ, ରବିବାର ବ୍ୟତୀତ ମାସର ୨ୟ ଏବଂ ୪ର୍ଥ ଶନିବାର…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ। ସନ୍ଧ୍ୟା ୫ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୧୨ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିପାରେ। ତୃତୀୟ ଥର ପାଇଁ ରାଜ୍ୟ କୃଷି ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ…

ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୦ ଡିଗ୍ରୀ ତଳେ…

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ପ୍ରବଳ ଥଣ୍ଡା ଏବଂ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ। ଦିନ ଅପେକ୍ଷା ରାତିର ତାପମାତ୍ରାରେ ହ୍ରାସ ଘଟୁଛି। ଏଭଳି ପାଗ ଆହୁରି ୫ ଦିନ ରହିବ ବୋଲି କରିଛି…

ଆଜିଠୁ ଦେଶରେ ଗଡ଼ିବ ପ୍ରଥମ ଚାଳକ ବିହୀନ…

ନୂଆଦିଲ୍ଲୀ: ଦୀର୍ଘଦିନ ପ୍ରତିକ୍ଷାର ହେବ ଅନ୍ତ। ଆଉ ମାତ୍ର କିଛି ଘଣ୍ଟା ପରେ ଦେଶରେ ଗଡ଼ିବ ପ୍ରଥମ ମାନବ ବିହୀନ ପୂର୍ଣ୍ଣ ସ୍ବଂୟଚାଳିତ ଟ୍ରେନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ।ଦେଶର ପ୍ରଥମ ଚାଳତ ବିହୀନ‌ ଟ୍ରେନର ଯାତ୍ରା ୩୭ କିଲୋମିଟର…

ଶିବସେନା ନେତା ସଞ୍ଜୟ ରାଉତଙ୍କ…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଛି। ତାଙ୍କୁ ଡିସେମ୍ବର ୨୯ରେ ପଚରାଉଚରା ପାଇଁ ଡକାଯାଇଛି। ବର୍ଷାଙ୍କ ବ୍ୟତିତ ପ୍ରବୀଣ ରାଉତଙ୍କ ପତ୍ନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। କିଛି ଦିନ ପୂର୍ବରୁ ଇଡି ପ୍ରବୀଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ଇଂରାଜୀ ବର୍ଷର ଅନ୍ତିମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କାର୍ଯ୍ୟକର୍ତାଙ୍କ ସହ ଶୁଣିବା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି…