Odisha Link
Bridging the Missing Links in Odisha

ଏସଡିପିଓଙ୍କୁ ଆକ୍ରମଣ, ୧୨ ଗିରଫ

ମାନକାଲଗିରି: ଜୁଆ ଖେଳାଳିଙ୍କୁ ଧରିବାକୁ ଯାଇ ଏସଡିପିଓ ଆକ୍ରମଣର ଶିକାର ହୋଇଛନ୍ତି। କାଲିମେଳା ଥାନା ମାରାଂପାଲି ଗାଁରେ ଜୁଆଖେଳ ବେଳେ ଏସଡିପିଓ ଓ ପୁଲିସ ଟିମକୁ ସ୍ଥାନୀୟ ଲୋକ ଆକ୍ରମଣ କରିଥିବା ଅଭିଯୋଗ ।

ଖବର ପାଇ ଘଟଣା ସ୍ଥଳରେ ଅଧିକ ପୁଲିସ ଯାଇ ଏସଡିପିଓଙ୍କୁ ଉଦ୍ଧାର କରିଥିଲେ ।  ଆକ୍ରମଣରେ କିଛି ପୁଲିସ କର୍ମଚାରୀ ଆହାତ ହେବା ସହିତ ୧୨ ଜଣଙ୍କୁ ଗିରଫ କରାଯାଇଛି।

Comments are closed.