Odisha Link
Bridging the Missing Links in Odisha
Daily Archives

January 30, 2021

ଜୟ ଶାହା ହେଲେ ଏସିଆନ କ୍ରିକେଟ କାଉନସିଲର…

ନୂଆଦିଲ୍ଲୀ: ବିସିସିଆଇର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ନାଜମୁଲ ହାସନ ପାପନଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଟୁଇଟର…

ସ୍ମାର୍ଟ କ୍ଲାସରୁମର ଶୁଭାରମ୍ଭ କଲେ…

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ କ୍ଳାସରୁମ୍‌ର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତରେ ସ୍ମାର୍ଟ କ୍ଳାସରୁମ୍‌ର ଶୁଭାରମ୍ଭ ହେବା ସହିତ ଛତ୍ରପୁର ବ୍ଳକର ୧୮ଟି ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ କ୍ଳାସରୁମ୍‌ ଆରମ୍ଭ ହୋଇଛି।…

ପ୍ରତିଶ୍ରୁତି ରଖିଲେନି ଡ଼ିଜିପି:…

ଭୁବନେଶ୍ବର: ନ୍ୟାୟ ପ୍ରଦାନରେ ଓଡ଼ିଶା ର‍୍ୟାଙ୍କ୍‌ ତଳକୁ ଖସିବା ପ୍ରସଙ୍ଗରେ ଟ୍ବିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ କିଛି ବର୍ଷର ନିର୍ଦ୍ଦିଷ୍ଟ ହତ୍ୟା ମାମଲାକୁ ନେଇ ଡିଜିପିଙ୍କ ସହ କଥା ହୋଇଥିଲେ। ସେହି ସବୁ ମାମଲାର ଷ୍ଟାଟସ୍‌ ରିପୋର୍ଟ ପାଇଁ ଡିଜିପିଙ୍କୁ…

ଶିକ୍ଷୟିତ୍ରୀଙ୍କ ବେକ କାଟି ଯୁବକଙ୍କ…

ନୟାଗଡ଼: ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ବେକ କାଟିଦେଲେ ଯୁବକ। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ଶରଣକୁଳରେ ସ୍କୁଲରୁ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରାଯାଇଛି। ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛି ଯୁବକ। ଶିକ୍ଷୟତ୍ରୀଙ୍କୁ ଆକ୍ରମଣ ପରେ ନିଜ ବେକକୁ ବି…

ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ

ଭୁବନେଶ୍ବର: ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ। ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ ସେଠାରେ କାହ୍ନା ଅଭୟାରଣ୍ୟରେ…

ସୁନାବେଶ ବିଳମ୍ବ ସମୀକ୍ଷା ବୈଠକ

ପୁରୀ: ପୌଷ୍ୟ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଏହି ବୈଠକ। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଛି। ସମୀକ୍ଷା ବୈଠକ…

ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମ କ୍ଷେତ୍ରରେ…

ଭୁବନେଶ୍ୱର: ଆଜି ଦିନ ଓଡ଼ିଶାର ଅଗ୍ରଣୀ ଇଂରାଜୀ ନ୍ୟୁଜ ପୋର୍ଟାଲ୍ ଡବ୍ଲୁଡବ୍ଲୁଡବ୍ଲୁ.ପ୍ରମେୟନ୍ୟୁଜ୍‌.କମ୍‌ ପାଳନ କରିଛି ତା’ର ପ୍ରଥମ ବାର୍ଷିକ ଉତ୍ସବ। ଏହି ଅବସରରେ ବରିଷ୍ଠ ସାମ୍ବାଦିକମାନେ ଡିଜିଟାଲାଇଜେସନ୍ ଦ୍ୱାରା ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମର ପରିଭାଷାରେ ପରବର୍ତନ ହେବ ବୋଲି ମତ ପ୍ରକାଶ…

ଆଇ.ଆଇ.ଆଇ.ଇ ର ୬୩ ତମ ପ୍ରତିଷ୍ଠା ଦିବସ…

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂର ୬୩ ତମ ପ୍ରତିଷ୍ଠା ଦିବସ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ ଓଡ଼ିଶା ଚାପଟର ଦ୍ୱାରା ଏଫ୧୬, ଚନ୍ଦକା, ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌, ଭୁବନେଶ୍ୱରରେ ଅବସ୍ଥିତ ଏହାର ନୂତନ କାର୍ଯ୍ୟାଳୟ ପରିସରରେ ମଧ୍ୟରେ ସରକାରଙ୍କ…

ଝରାଫୁଲ ମୃତ୍ୟୁ ଘଟଣା: ସିଲ୍ ହେଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଶିବସାଇ ଗେଷ୍ଟ ହାଉସର ରୁମ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ। ଏହି ରୁମ୍‌ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ। ତେବେ ଆଜି ପାଖାପାଖି ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ରୁମକୁ…

ତେଲ ଦର ନକମିଲେ ୧୫ରେ ଓଡ଼ିଶା ବନ୍ଦ…

ଭୁବନେଶ୍ବର: ତେଲ ଦର ନକମିଲେ ଫେବୃଆରୀ ୧୫ରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏନେଇ ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସମାବେଶରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ତୈଳ ଦର କମାଇବାକୁ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଦଳୀୟ ସମାବେଶରେ…