Odisha Link
Bridging the Missing Links in Odisha
Daily Archives

January 30, 2021

ମନ୍ଦିର ପୁନରୁଦ୍ଧାର ପାଇଁ…

ଭୁବନେଶ୍ୱର: ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ଭାସ୍କର୍ଯ୍ୟର ସଂରକ୍ଷଣ କରିବା ଦିଗରେ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ…

ସୋଆରେ ସ୍ମାର୍ଟ ସିଟି ସମ୍ବନ୍ଧୀୟ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆର)ର ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅଧିନସ୍ଥ ଇଲେକ୍ଟ୍ରୋନିକ୍ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗ ଆନୁକୂଲ୍ୟରେ ଆପ୍ଲିକେସନ୍ ଅଫ୍ ଆଇଓଟି ଫର୍ ସ୍ମାର୍ଟ ସିଟି ଡେଭଲପ୍‌ମେଂଟ ଉପରେ…

ଫେବୃଆରୀ ୧ରୁ ଖୋଲିବ ଅଙ୍ଗନବାଡ଼ି

ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଅନୁମତି ମିଳିଛି। ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ଏସଓପି ଅନୁସାରେ ପ୍ରେକ୍ଷାଳୟ ଚାଲିବ। ସେପଟେ ଆଜି ଜାରି କରାଯାଇଥିବା ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଅନୁମତି…

ପ୍ରେମ ପାଇଁ ବାବା ବେଶ ହେଲା କାଳ

ଯାଜପୁର: ହରଡ଼ ଘଣାରେ ବାବା ବେଶୀ ପ୍ରେମିକ। ପ୍ରେମିକାକୁ ଭେଟିବାକୁ ଧାରଣ କରିଥିଲେ ବାବା ବେଶ। କିନ୍ତୁ ବାବା ବେଶ ପଡ଼ିଲା ମହଙ୍ଗା। କାରଣ ପ୍ରେମିକଙ୍କୁ ଏଭଳି ବେଶରେ ଦେଖି ତାଙ୍କୁ ପିଲା ଚୋର ବୋଲି ଭାବିଥିଲେ ସ୍ଥାନୀୟ ଲେକେ। ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଧରାପଡ଼ିଥିବା ଛାତ୍ର ଜଣଙ୍କ…

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କେନ୍ଦୁଝର: କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ପୁଣି ଲାଇନ୍ଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳଓ୍ୱର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତିନି ଦିନରେ ୨ ଥର ଏପରି ଅଘଟଣ ଘଟିଛି। ‌ ମିଳିଥିବା ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍‌ଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ୱୀପ…

ଡକାୟତି ଯୋଜନା ପଣ୍ଡ କଲା ପୁଲିସ, ୯…

ଜଟଣୀ : ଡକାୟତି ଉଦ୍ୟମ ବିଫଳ କଲା ପୁଲିସ। ମାରଣସ୍ତ୍ର ଜବତ ସହ ୯ଜଣଙ୍କୁ ଗିରଫ କରିଛି ଜଟଣୀ ପୁଲିସ। ପ୍ରକାଶ ଯେ, ବିଶେଷ ସୁତ୍ରରୁ ଖବର ପାଇ ଆଜି ଜଟଣୀ ପୋଲିସ ଆଇଆଇଟି-ତରାବୋଇ ରାସ୍ତାରେ ଚଢାଉ କରିଥିଲା । ଏଠାରେ ଡକାୟତି ପାଇଁ ଯୋଜନା ଚାଲୁଥିବା ବେଳେ ଚଢାଉ କରିଛି ପୁଲିସ । ଘଟଣାସ୍ଥଳରୁ ଖସିଯିବାକୁ…

କଂଗ୍ରେସର ଭାଷାଜ୍ଞାନ!

ବ୍ରହ୍ମପୁର: ଆଜି ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସ ପାଳନ କରୁଛି। ଗାନ୍ଧୀଜିଙ୍କ ତିରୋଧାନ ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ବଡ଼ ସମାହୋର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲ୍ଳା କୁମାର, ରାଜ୍ୟ…

୨ ହଜାର କିଲୋର ଧଳା ଜହର ଜବତ

ବ୍ରହ୍ମପୁର : ଟ୍ରକରୁ ୨ ହଜାର କିଲୋର ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ପ୍ରକାଶ ଯେ, ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗର। ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ କନିଷି ନିକଟରେ…

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାପାଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର। ତାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ , ପ୍ରେମାଙ୍ଗିନି ବାଘ ନାମକ ଜଣେ ମହିଳା ଆଜି ଭୋର ପ୍ରାୟ ୭ ଘଣ୍ଟା ସମୟରେ ଗ୍ରାମ…

କାଲିଫର୍ଣ୍ଣିଆରେ ବାପୁଙ୍କୁ ଅସମ୍ମାନ:…

କାଲିଫର୍ଣ୍ଣିଆ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ। କାଲିଫର୍ଣ୍ଣିଆର ଡେଭିସ୍‌ ସହରର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଜାନୁଆରୀ ୨୮ ତାରିଖରେ ଏହି ପ୍ରତିମୂର୍ତ୍ତି ଭଙ୍ଗା ଯାଇଥିବା ସୁୂଚନା ରହିଛି। ସୂଚନାଯୋଗ୍ୟ, ୨୦୧୬…