Odisha Link
Bridging the Missing Links in Odisha
Monthly Archives

January 2021

କନ୍ଧମାଳରେ ପୁଣି ମାତିଲେ ମାଓବାଦୀ

ବାଲିଗୁଡା: ବହୁ ଦିନ ପରେ କନ୍ଧମାଳ ଜିଲ୍ଲାରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ବାଲିଗୁଡାରେ ଦୁଇ ଜଣଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି । ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ଓ ଗୋଚ୍ଛାଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାରେ ପୁଣି…

ରାଜ୍ୟରେ ୩ ଦିନ ଦେଖାଯିବ ଘନ କୁହୁଡ଼ି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲା‌ରେ ଘନ କୁହୁଡ଼ି ଦେଖାଯିବ। ଆସନ୍ତା ୩ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ସେହିପରି ୩୧ ଓ ୧ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ,…

ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ…

କେନ୍ଦ୍ରାପଡା : ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ। ଏହି ଅଭାବନୀୟଘଟଣାଟି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଘଟିଛି।ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ…

ବସ୍ ଓଲଟି ଜଣେ ମୃତ

ମୁନିଗୁଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ୯ଜଣ ଗୁରୁର ,ଜଣେ ମୃତ ହୋଇଥିବା ସୂଚନା ମିଳିଛି। ଓଲଟିଲା ଯାତ୍ରୀବାହୀ ବସ୍‌ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ , ଯାତ୍ରୀଙ୍କୁ ନେଇ…

କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ

ଭୁବନେଶ୍ବର: ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଅଣ ବିଏମସି ଅଧିକାରୀ ଓ କର୍ମଚାରୀ। ଆଜି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି। ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ ସରକାର ବିଏମସି କୋଭିଡ଼୍ ସେଲକୁ ଆସିଥିଲେ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍…

ଭୁବନେଶ୍ବର:  ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବୈଧାନିକ ସଂସ୍ଥା। ଉଭୟ ଆଇନ୍‍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ…

ଓଡ଼ିଶାରବାସୀଙ୍କୁ ବିଭ୍ରାନ୍ତ କରାଯାଉଛି:…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ରହିଥିବା କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱରେ ଭାରତ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ପ୍ରସ୍ତାବିତ ଏହି ପ୍ରକଳ୍ପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କାରଖାନାରେ ପଶିଲା ଦନ୍ତା ହାତୀ

ଢେଙ୍କାନାଳ: କାରଖାନା ପରିସରରେ ପଶିଲା ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଝାଡ଼ବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସ ପରିସରରେ ଆଜି ଏକ ଦନ୍ତା ହାତୀ ପଶି ଯାଇଥିଲା। ଆଜି ଦ୍ୱି ପହରରେ ହାତୀଟି କମ୍ପାନୀ ପରିସରରେ ପଶିଥିବା ବେଳେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଦନ୍ତା…

ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ…

ଭୁବନେଶ୍ବର: ଫେବୃଆରୀ ୨ରୁ ଖୋଲିବ ଭୁବନେଶ୍ବର ଓ ବୁର୍ଲା ପ୍ଲାନେଟାରିୟମ ସମେତ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ। ଆକାଶରେ ଗ୍ରହ, ନକ୍ଷେତ୍ର ଓ ଚନ୍ଦ୍ର ସହିତ ଅନ୍ୟାନ୍ୟ ଗ୍ରହାଣୁ ଦ୍ବୀପପୁଞ୍ଜ ସମ୍ପର୍କରେ ଦର୍ଶକ ଜାଣିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି। କରୋନା ନିୟମ ପାଳନ ପୂର୍ବକ…

ଦିଲ୍ଳୀରେ ବିସ୍ଫୋରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇସ୍ରାଏଲ ଦୂତବାସ ନିକଟରେ ବିସ୍ଫୋରଣ ଘଟିଛି। ଦୂତାବାସ ବାହାରେ ଆଇଇଡ଼ି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ କିଛି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ବିସ୍ଫୋରଣରେ କେହି ମୃତାହାତ ହେବାର କିଛି ସୂଚନା ମିିଳି ନାହିଁ। ବିସ୍ଫୋରଣ ଛୋଟ…