Odisha Link
Bridging the Missing Links in Odisha
Monthly Archives

January 2021

ଓଡ଼ିଶାକୁ ୩୨୦ କୋଟି ବନ୍ୟା ସହାୟତା

ଭୁବନେଶ୍ବର: ଓଡ଼ିଶାକୁ ୩୨୦ କୋଟି ୯୪ ଲକ୍ଷର ବନ୍ୟା ସହାତୟା ମଞ୍ଜୁର କରିଛି କେନ୍ଦ୍ର। ଓଡ଼ିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପ୍ରଦାନ କରାଯାଇଛି। ଏନେଇ ଗୃହ ମନ୍ତ୍ରୀ ଅମିତି ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ମଞ୍ଜୁରୀ ମିଳିଛି। ଓଡ଼ିଶା ସହ ଆସାମ, ଅରୁଣାଚଳ ପ୍ରଦେଶ,…

ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତକୁ…

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ କୁଆଖିଆ ଥାନା ପୁଲିସ ଆଜିମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାକେଶ ପୁଲିସ ଦ୍ବାରା ଚାଲାଣ ହେବା ପରେ ତାକୁ ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ରାକେଶ…

ଏଣିକି ସାଢ଼େ ୫ଟା ସୁଦ୍ଧା ଅଫିସ ଛାଡ଼ିବେ…

ଭୁବନେଶ୍ବର: ଏଣିକି ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନିର୍ଦ୍ଦେଶ ଦେଇଛି ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ। ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡ଼ିବାକୁ ସୂଚନା ଦିଆଯାଇଛି। ଯଦି ଅତି ଆବଶ୍ୟକ…

ସଂସଦରେ ଉପସ୍ଥାପନ ହେଲା ୨୦୨୦-୨୧ ବର୍ଷର…

ନୁଆଦିଲ୍ଲୀ: ଭାରତୀୟ ଅର୍ଥନୀତି କରୋନା କାଳରେ କେମିତି ପ୍ରଦର୍ଶନ କରିଛି। ଆଜି ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବିତ୍ତିୟ ବର୍ଷର ସର୍ଭେ ରପୋର୍ଟକୁ ଆଗତ କରିଛନ୍ତି। ବିଶ୍ୱ ମହାମାରୀ କରୋନା କାଳରୁ ଦେଶର ଅର୍ଥନୀତି ଦୁର୍ବଳ…

ଜବତ ହେଲା ନକଲି ଖାଇବା ତେଲ କାରଖାନା

ଅନୁଗୁଳ: ଅନୁଗୁଳର ପଞ୍ଚମ ମହଲାରେ ନକଲି ଖାଇବା ତେଲ କାରଖାନା ଠାବ କରାଯାଇଛି। ଗୋଟିଏ ଟିଣ ତେଲ ଭିନ୍ନ ଭିନ୍ନ କମ୍ପାନୀ ନାଁରେ ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ଏନେଇ ପୋଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ରେଡ୍ କରିଛି। ନକଲି ତେଲ କାରଖାନାରୁ ବିପୁଳ ପରିମାଣର ଅପମିଶ୍ରିତ ତେଲ ଜବତ କରାଯାଇଛି।ରୁଚି…

ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚି…

ଭୁବନେଶ୍ୱର: ପୁଣି ଗୌରବ ଆଣିଲେ ଓଡ଼ିଆ ପୁଅ। ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚି ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡ଼ାଲ ପ୍ରଦାନ କରାଯାଇଛି। ସୀମାରେ ଚୀନ ସେନାଙ୍କ ବିରୋଧରେ ପରାକ୍ରମ ପାଇଁ ପୂଣ୍ୟବାଚି ମହାନ୍ତିଙ୍କୁ ଏହି ମେଡ଼ାଲ ପ୍ରଦାନ କରାଯାଇଛି। ଏବେ ପୂଣ୍ୟବାଚି ମହାନ୍ତି ୯ ପାରା ସ୍ପେଶାଲ ଫୋର୍ସେସରେ…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ…

ପୁରୀ: ଜଗା ଦର୍ଶନ କରିବାକୁ ଆସି ସମୁଦ୍ରରେ ଗାଧୋଇବାର ମଜା ନେଉଥିବା ୭ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତା ବଶତଃ ଭାସିଯାଇ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ଲାଇଫ୍‌ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା…

ଆଉ ୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ…

ଭୁବନେଶ୍ବର: ବିଦାହେଲେ ଆଉ ୯ ଦୁର୍ନୀତି ଓ ଅପାରଗ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା…

ରାସ୍ତା କଡରୁ ଗଞ୍ଜେଇ ଗୋଟାଇଲେ ଲୋକେ

ସମ୍ବଲପୁର: ରାସ୍ତା କଡରୁ ଗଞ୍ଜେଇ ଗୋଟାଇଲେ ଲୋକେ। ଏଭଳି ଦୃଶ୍ୟ ସମ୍ବଲପୁର ଝାଂକରପାଲି ଅଂଚଳରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଂଜେଇ ଫିଙ୍ଗି ଦେଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ରାସ୍ତା କଡରେ ପଡିଥିବା ଗଂଜେଇକୁ ଗୋଟାଉଥିବା…

ସିଆରପିଏଫ୍‌ କ୍ୟାମ୍ପରେ ଯବାନଙ୍କ…

ମାଲକାନଗିରି: ସିଆରପିଏଫ୍‌ କ୍ୟାମ୍ପରେ ଯବାନଙ୍କ ଉନ୍ମତ୍ତକାଣ୍ଡ। ବଚସାରୁ ସହଯୋଗୀଙ୍କଠାରୁ ବନ୍ଧୁକ ଛଡ଼ାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରିଲେ ଯବାନ। ଯାହାରି ଫଳରେ ଜଣେ ଯବାନ ମୃତ ଓ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ…