ଆତ୍ମସମର୍ପଣ କଲେ ମହିଳା ଆଇଆଇସି

ବାଲେଶ୍ବର: ଟାଉନ ଥାନା ତତ୍କାଳୀନ ଆଇଆଇସି ସରୋଜିନୀ ନାଏକଙ୍କ ଆଜି ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁରେ ଜୁଲାଇ ମାସରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ସେ ଜମି ଜମା ମାମଲାରେ ଲାଞ୍ଚ ନେଉଥିବା ଅଭିଯୋଗରେ ମାମଲ ହୋଇଥିଲା। ମାମଲା ରୁଜୁ ପରେ ୬ମାସ ଧରି ଫେରାର ଥିଲେ ଆଇଆଇସି।
Comments are closed.