Odisha Link
Bridging the Missing Links in Odisha

ଲାଣ୍ଡମାଇନରୁ ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ: ମାଓବାଦୀ ବିଛାଇଥିବା ଲାଣ୍ଡମାଇନରୁ ଅଳ୍ପକେ ବର୍ତ୍ତିଲେ ଯବାନ।ମଙ୍ଗଳବାର ଦିନ ମାଓବାଦୀ ବିଛାଇଥିବା ୫ କିଲୋର ଲ୍ୟାଣ୍ଡମାଇନ ଯବାନ ମାନେ ଠାବ କରିଥିଲେ। ଏହାପରେ ଏହାକୁ ନିଷ୍କ୍ରିୟ କରାଯାଇଛି। ଛତିଶଗଡ ଅନ୍ତର୍ଗତ ସୁକମା ଜିଲା ନିପ୍ପା ଜଙ୍ଗଲରେ ମାଓବାଦି ମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ।

Comments are closed.