Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି

ଭୁବନେଶ୍ବର: ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ଦାବି। ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି। ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ସ୍ମାରକ ଆୟୋଗ ପ୍ରସ୍ତୁତ ବାଇ-ଲ ପ୍ରତ୍ୟାହାର ନେଇ ଦାବି କରାଯାଇଛି।

ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତୁତ ବାଇ- ଲ ପ୍ରତ୍ୟାହାର ଦାବି କରି NMAର ସଦସ୍ୟ ସଚିବଙ୍କୁ ଚିଠି। ଏନେଇ ଚିଠି ଲେଖିଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ।।

Comments are closed.