Odisha Link
Bridging the Missing Links in Odisha
Daily Archives

February 11, 2021

ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପାଠକ…

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ପାଠକ ବାପ ଓ ପୁଅ। ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲରୁ ନେଇ କୋର୍ଟରେ ହାଜର କରିଛି ପୋଲିସ। ଉଭୟଙ୍କ ନାଁରେ ଗୋଳନ୍ଥରା ଥାନାରେ ୩ଟି ମାମଲା ରହିଛି। ଗୋଳନ୍ଥରା ଥାନାରେ ବିଧାୟକ…

କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ…

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍। ଆଜି ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି। ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି। ଏହା ସହିତ ଅମିତ ଶାହା…

ବଣାଇରେ ଖୋଲିଲା ‘ସୁଦକ୍ଷ’ କୋଚିଂ…

ବଣାଇ: ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଓ ରାଉରକେଲା ପରେ ଏହା ହେଉଛି ସୁଦକ୍ଷର ତୃତୀୟ କେନ୍ଦ୍ର। ଗୁରୁବାର ଦିନ ବଣାଇଁ…

ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା…

ଭୁବନେଶ୍ୱର: ଜାତୀୟ ଐତିହ୍ୟ ପ୍ରାଧିକରଣ ସଂସଦର ଆକ୍ଟ ଦ୍ୱାରା ଗଠନ କରାଯାଇଥିବା ଏକ ସରକାରୀ ବ୍ୟବସ୍ଥା ।ଏହି ବ୍ୟବସ୍ଥା ଅନୁସାରେ ଏଏସଆଇ ମଧ୍ୟ କାମ କରୁଛି। ପୁରୀ, କୋଣାର୍କ, ଲିଙ୍ଗରାଜ ଆଦି ପୁରୁଣା ପ୍ରତ୍ନତାତ୍ୱିକ କୀର୍ତିରାଜି ପୁରାତନ ଐତିହ୍ୟ ସଂରକ୍ଷଣ ଆକ୍ଟ ଅନୁସାରେ ପରିଚାଳିତ। ଓଡ଼ିଶାର କିଛି…

ହିଞ୍ଚିଳିକାଟୁରେ ୨୮କୋଟିର ପ୍ରକଳ୍ପକୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳିକାଟୁ ଆରଏମସି ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ,…

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ…

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଳାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହାର ଶିଳାନ୍ୟାସ କରିଛନ୍ତି। ଏହା ସହିତ ସେ ଭୋପାଳ…

ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା…

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ଏବେ ନୂଆ ମୋଡ଼ ନେଇଛି। ପୋଷ୍ଟର ମାରିଥିବା ଦୁଇ ଜଣ ସାଂସଦ ଅପରାଜିତାଙ୍କ ଅତି ଘନିଷ୍ଠ ବୋଲି ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାଂସଦଙ୍କ ପିଏ। ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ…

ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ…

ଭୁବନେଶ୍ୱର: ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ତମ ପୂର୍ଣ୍ଣତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି। ବିଜେପି ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ…

୧୬ରୁ ରାଜ୍ୟରେ ବର୍ଷା ଆଶଙ୍କା!

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ପାଗ ସୁଖିଲା ରହିଥିବା ବେଳେ ଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁସାରେ, ଦେଶର କେତେକ ରାଜ୍ୟରେ ଅଦିନିଆ ବର୍ଷା ଆରମ୍ଭ ହୋଇପାରେ। ପାଣିପାଗରେ ଏହି ପରିବର୍ତ୍ତନ ଫେବ୍ରୁଆରୀ ମଧ୍ୟ ଭାଗରୁ ଆସିବ। ଯାହ ଫଳରେ କେତକ ରାଜ୍ୟରେ…

ଦେଶଦ୍ରୋହୀ ଈଶ୍ୱର ବେହେରାକୁ ଆଜୀବନ…

ଭୁବନେଶ୍ୱର: ଦେଶଦ୍ରୋହୀ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ। ଆଇଏସଆଇ ସହ ଲିଙ୍କ ଅଭିଯୋଗରେ ଗିରଫ ଈଶ୍ୱର ବେହେରା ମାମଲାର ଆଜି ବିଚାର କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବାଲେଶ୍ୱର ଏଡିଜେ କୋର୍ଟରେ ଆଜି ଏହି ମାମଲାର ବିଚାର କରାଯାଇ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି…